ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ 

ଜୁନାଗଡ ୨୫/୦୧(ନି. ପ୍ର) ଜୁନାଗଡ ସ୍ଥିତ ପ୍ରିୟଦର୍ଶିନୀ ଇନ୍ଦିରାଗାନ୍ଧୀ ହାୟର ସେକେଣ୍ଡାରୀ ସ୍କୁଲ ଠାରେ ହୋଇଥିବା ଆତ୍ମ ସୁରକ୍ଷା ତାଲିମ ଶିବିର ଉଦଯାପିତ ସମାରୋହ ଅନୁଷ୍ଠିତ ହୋଇଥିଲା । ଦୀର୍ଘ ୮ ଦିନ ଧରି ଚାଲିଥିବା ଏହି ଶିବିର ରେ ମହାବିଦ୍ୟାଳୟ ର ପ୍ରାୟ ୧୩୮ ଟି ବାଳିକା ମାନଙ୍କୁ ଜଲି ପରାଭୋଇ, ଧନିକା ନାୟକ, ଶିବାନୀ ଭାଟି ତନି ଜଣ ପ୍ରଶିକ୍ଷକ ପ୍ରଶିକ୍ଷଣ ଦେଉଥିଲେ,ଏହି ଶିବିର ୮ ଦିନ ଧରି ଚାଲିଥିଲା । ମହାବିଦ୍ୟାଳୟ ଅଧ୍ୟକ୍ଷ ବିଭୂତି ଭୂଷଣ ମେହେର ଙ୍କ ସଭାପତିତ୍ବ ରେ ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ସବିତା ମେହେର,ସମ୍ମାନିତ ଅତିଥି ଭାବେ ଜୁନାଗଡ ଥାନ ଅଧିକାରୀ ଉତ୍ତମ କୁମାର ସାହୁ, ବରିଷ୍ଟ ସାମ୍ୱାଦିକ ସନ୍ତୋଷ ସିଂ ଦେଓ ଯୋଗ ଦେଇଥିଲେ , ସଂଯୋଜିକ ସାଗରିକା ଦାସ ଯୋଗ ଦେଇଥିଲେ ବିଶ୍ବରଂଜନ ବେହେରା ପରିଚାଳନା କରିଥିଲେ। ଶେଷ ରେ ମହାବିଦ୍ୟାଳୟ ଖେଳ ଶିକ୍ଷକ ସମୀର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।

ଜୁନାଗଡ଼ ରୁ ନରେନ୍ଦ୍ର ଖିତୀ ଙ୍କ ରିପୋର୍ଟ 

Related posts

ସୁଚରିତା ସିଲେଇ ଶିକ୍ଷା କେନ୍ଦ୍ର ଉଦଘାଟିତ

Sunil Chandra Nayak

ବ୍ଲକ ସ୍ତରୀୟ କୃଷକ ସଚେତନ କାର୍ଯ୍ୟକ୍ରମ

ଡାବୁଗାଁ ବ୍ଲକ ରେ ଥିବା ଭୈରବ ସ୍ନାତକ ମହାବିଦ୍ୟାଳୟରେ “ଜାତୀୟ ସମର ଶିକ୍ଷାର୍ଥୀ” ଶିବିରର ନୂତନ ଶାଖା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!