ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୁଣ୍ଡରା ଗୁଡା ଛକରେ ଘଟୁଛି ଦୁର୍ଘଟଣା ହମ୍ପସ ଦାବି କଲେ ଲୋକେ

ଚିଲିଗୁଡା ( ମ ନି ସ )  ଜୁନାଗଡ଼ ବ୍ଲକ ଅନ୍ତର୍ଗତ କଲମପୁର ଜୁନାଗଡ଼ ମୁଖ ରାସ୍ତାର ମୁଣ୍ଡରା ଗୁଡା ଛକର ବୁଲାଣି ରାସ୍ତାରେ ପ୍ରତିଦିନ ଘଟୁଛି ଦୁର୍ଘଟଣା । ଯାହା ଫଳରେ ଅନେକ ଲୋକେ ଦୁର୍ଘଟଣାରେ ଗୁରୁତର ହେଉଛନ୍ତି ।ଏପରିକି ଲୋକେ ମୃତ୍ୟୁ ବରଣ କରୁଥିବା ଅଭିଯୋଗ ହେଉଛି ।ରାସ୍ତା ର ଉଭୟ ପାର୍ଶ୍ୱରେ ହମ୍ପସ ନିର୍ମାଣ କଲେ ହୁଏତ ଲୋକେ ଦୁର୍ଘଟଣା ରୁ ବଞ୍ଚିତ ହୁଅନ୍ତେ । ବୁଲାଣି ରାସ୍ତା ଯୋଗୁଁ ଏଭଳି ସମସ୍ୟା ଦେଖା ଦେଉଥିବା ଲୋକେ ପ୍ରକାଶ କରିଛନ୍ତି ।ଏଣୁ ଲୋକଙ୍କ ସୁବିଧା ପାଇଁ ରାସ୍ତାରେ ହମ୍ପସ ନିର୍ମାଣ କରିବା ପାଇଁ ଲୋକେ ଅନୁରୋଧ କରିଛନ୍ତି ।ଏଣୁ ଏଥି ପ୍ରତି ବିଭାଗୀୟ ଅଧିକାରୀ ଦୃଷ୍ଟି ଦେବା ପାଇଁ ଅଞ୍ଚଳ ବାସୀ ଦାବି କରିଛନ୍ତି ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

ଭାଲୁ କାମୁଡ଼ାରେ ଜଣେ ବୃଦ୍ଧ ଗୁରୁତର

Sunil Chandra Nayak

ବଉଳ ଅମାବାସ୍ୟା ନୀତି ପାଳିତ

masiha

ରାଇରଙ୍ଗପୁର‌ ବ୍ଳକ ସମ୍ମୁଖରେ ମିଶନ ଶକ୍ତି ର କାର୍ଯ୍ୟରତ କର୍ମଚାରୀଙ୍କ ବିଭିନ୍ନ‌ ଦାଵି ନେଇ ଧାରଣା

Sunil Chandra Nayak

Leave a Comment

error: Content is protected !!