ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାମାକ୍ଷାନଗର ମେଡିକାଲରେ ସମୀକ୍ଷା କଲେ ମନ୍ତ୍ରୀ 

କାମାକ୍ଷାନଗର (ମନିସ )୦୪/୦୩ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଉପଖଣ୍ଡ ମେଡିକାଲକୁ ରାଜ୍ୟ ସରକାର 5T ଘୋଷଣା କରିବା ଆଜି ଖଣି ଇସ୍ପାତ ଓ ପୂର୍ତ୍ତ ବିଭାଗ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମେଡିକାଲକୁ ଯାଇ ତାର ଭିତ୍ତିଭୂମିକୁ ଅନୁଧ୍ୟାନ କରିବା ସହ ଏକ ଗୁରୁତ୍ବପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଥିଲା।ଯେଉଁଥିରେ ଜିଲ୍ଲା ଚିକିତ୍ସା ଅଧିକାରୀଙ୍କ ସମେତ ଉପଜିଲ୍ଲାପାଳ,ବିଡିଓ,ନଗରପାଳ, ପୂର୍ତ୍ତ ବିଭାଗର ଅଧିକାରି,ଉପଖଣ୍ଡ ଚିକିତ୍ସା ଅଧିକାରୀ ଉପସ୍ଥିତ ଥିଲେ।ମେଡିକାଲ ପରିସରରେ ରୋଗିଙ୍କ ପାଇିଁ ଚିକିତ୍ସା ପାଇିଁ ଆହୁରି ଘର ନିର୍ମାଣ କରିବା ସାଙ୍ଗକୁ ସମସ୍ତ ଆନୁସାଙ୍ଗିକ ବ୍ୟବସ୍ଥା କରାଯିବା ପାଇିଁ କହିଥିଲେ।ତା ସହିତ ୧୦୦ ଶଯ୍ୟା ବିଶିଷ୍ଟ ଏକ ନୂତନ ସରକାରି ମେଡିକାଲ ନିର୍ମାଣ କରାଯିବା ପାଇିଁ ଆଲୋଚନା ମଧ୍ୟ ହୋଇଥିବା କହିଛନ୍ତି।କିଛି ଦିନ ମଧ୍ୟରେ ଯେଉଁ ଡାକ୍ତର ସମସ୍ୟା ରହିଛି ତାହା କିପରି ଦୂର ହୋଇପାରିବ ସେ ବିଷୟରେ ସଚିବଙ୍କ ସହ ଆଲୋଚନା କରାଯାଇ ସମାଧାନ କରିବାକୁ ମନ୍ତ୍ରୀ କହିଛନ୍ତି।

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ରାଇରଙ୍ଗପୁର ପୌରପାଳିକା ଆନୁକୁଲ୍ୟରେ ଜନଗଣନା କାର୍ଯ୍ୟକ୍ରମ ଶୁଭାରମ୍ଭ

Sunil Chandra Nayak

୫-ଟି ସଚିବଙ୍କ ଦାରିଙ୍ଗବାଡ଼ି ଗସ୍ତ: ଏକ ସପ୍ତାହ ମଧ୍ୟରେ ଅଭିଯୋଗ ପୂରଣ କରିବେ ମୁଖ୍ୟମନ୍ତ୍ରୀ

Sunil Chandra Nayak

ଶିକ୍ଷକ ମାନଙ୍କ ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!