ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାର ଦୁର୍ଘଟଣା ଗ୍ରସ୍ତ କରି ଫେରାର ଗାଡ଼ି ଚାଳକ ଓ ସହଯାତ୍ରୀ

ମ,ରାମପୁର,୨୧/୩( ମସୀହା):- ମ. ରାମପୁର – ରିଷିଡା ରାସ୍ତା ର ପାତିଗୁଡ଼ା ଛକ ନିକଟରେ ଆଜି ସନ୍ଧ୍ୟା ପ୍ରାୟ ସାଢେ ପାଞ୍ଚଟା ପରେ ଏକ କାର ଦୁର୍ଘଟଣା ଗ୍ରସ୍ତ ହୋଇଛି l ଗାଡ଼ିଟି ରାସ୍ତା କଡରେଥିବା ଏକ ନିମ୍ବ ଗଛରେ ଧକ୍କା ଦେଇଛି l ଫଳରେ ଚାଳକ ପାର୍ଶ୍ଵ ଚକ ଓ ସମ୍ମୁଖ ଭାଗ ଚୂରମାର୍ ହୋଇ ଯାଇଛି l ହେଲେ କେହି ମୃତାହତ ହୋଇ ନାହାନ୍ତି l ଗାଡ଼ିର ଦୁଇ ଗୋଟି ବେଲୁନ ବାହାରି ଥିବାରୁ ଚାଳକ ଓ ସହ ଯାତ୍ରୀ ମୃତ୍ୟୁ ମୁଖରୁ ଅଳ୍ପକେ ବଞ୍ଚି ଯାଇଛନ୍ତି l ତେବେ ଗାଡ଼ି ଚାଳକ ଓ ତାଙ୍କ ସହିତ ଥିବା ଜଣେ ମହିଳା ସହ- ଯାତ୍ରୀ ଗାଡିରୁ ବାହାରି ଚଂପଟ ମାରିଥିବା କେତେକ ପ୍ରତ୍ୟେକ୍ଷଦର୍ଶୀ କହିଛନ୍ତି l ଦୁର୍ଘଟଣା ଗ୍ରସ୍ତ ଗାଡ଼ିଟି ମାରୁତି ସୁଜୁକି କମ୍ପାନୀର ବେଲେନୋ ସିଗ୍ମା ( ଓଡ଼ି ୩୩ ଏଜି ୪୨୪୦) ଜଣା ଯାଇଥିବାବେଳେ ଗାଡ଼ିର ମାଲିକ କିଏ ଓ କେଉଁଠି ର ଜଣା ପଡ଼ିନାହିଁ l  

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ

Related posts

ଜଗମୋହନ ବିଦ୍ୟାଳୟର ଷଷ୍ଠ ବାର୍ଷିକ ଉତ୍ସବ ପାଳନ

masiha

ମା କରେଇଶୁଣିଙ୍କ ପୀଠରେ ଭଏସ୍ ଅଫ୍ ମିଡିଆ, ଗୋପବନ୍ଧୁ ପ୍ରେସକ୍ଳବର ଆଲୋଚନା ବୈଠକ

Sunil Chandra Nayak

ସଡକ ଦୁର୍ଘଟଣାରେ ବାଇକ ଚାଳକ ମୃତ

Sunil Chandra Nayak

Leave a Comment

error: Content is protected !!