ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାପୁରରେ ବ୍ଲକ୍ ସ୍ଥରୀୟ ବ୍ୟାଙ୍କିଙ୍ଗ ସେବା ଓ ୠଣ କର୍ମଶାଳା ଅନୁଷ୍ଠିତ

ଢେ଼ଙ୍କାନାଳ( ମ ସୀ ହା)୨୪/୦୩_ ସଦରବ୍ଲକ ଅନ୍ତର୍ଗତ ଭାପୁର ଠାରେ ପ୍ରାଥମିକ କୃଷି ସମବାୟ ସମିତି ପକ୍ଷରୁ ସମିତି ସ୍ଥରୀୟ ସମବାୟ ବ୍ୟାଙ୍କିଙ୍ଗ ସେବା ଓ ଋଣ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ମୁଖ୍ୟ ଅତିଥି ଭାବେ ସମାଜସେବୀ ଶ୍ରୀଯୁକ୍ତ ଶରତ ଚନ୍ଦ୍ର ପଣ୍ଡା ,ଜିଲା ପରିଷଦ ସଭ୍ୟ ଶ୍ରୀ ଅଶୋକ କୁମାର ପରିଡ଼ା, ଭାପୁର ସମବାୟ ସମିତିର ସଭାପତି ଶ୍ରୀ ଅଜୟ କୁମାର ପଟ୍ଟନାୟକ ଉପସଭାପତି ମଂଜୁଲତା ସେଠୀ, ବ୍ଲକ ସିଇଓ ଦେବାଶିଷ ସାହୁ ସମବାୟ ପୂର୍ଵତନ ସଭାପତି ଶ୍ରୀ ଚକ୍ରଧର ପଣ୍ଡା ସମବାୟ ସଭପତି ସତ୍ୟବ୍ରତ ଦାସ, ସ୍ଥାନୀୟ ପଂଚାୟତ ପ୍ରତିନିଧି ସମେତ ଅଂଚଳର ଚାଷୀ ଭାଇ ମାନେ ଯୋଗଦେଇଥିଲେ l ଏହି କାର୍ଯ୍ୟକ୍ରମ ରେ ୨୪ ଜଣ ଚାଷୀଙ୍କୁ ଅତିଥି ମାନଙ୍କ ଦ୍ୱାରl ୠଣ ପ୍ରଦାନ କରାଯାଇଥିଲାl

ଢେ଼ଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଠାକୁର ଅନୁକୂଳଙ୍କ ୧୩୬ ତମ ଜନ୍ମୋତ୍ସବ ପାଳିତ

masiha

ତିରିଂରେ ଜଳାଶୟରେ ବୃଦ୍ଧଙ୍କ ସଲିଳ ସମାଧି

masiha

ତୃତୀୟ ଦିନରେ ,କର୍ଲାମୁଣ୍ଡା ବ୍ଳକ ର ୨୪୧ ଶିକ୍ଷକଙ୍କ ସାମୁହିକ ଛୁଟି ଓ ଗଣଧାରଣା

masiha

Leave a Comment

error: Content is protected !!