ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଢେ଼ଙ୍କାନାଳରେ ପାଳିତ ହେଲା ବିଶ୍ୱନାଟ୍ୟ ଦିବସ ପଦଯାତ୍ରା 

ଢେ଼ଙ୍କାନାଳ(ମ ସୀ ହା)୨୭/୦୩_ପ୍ରତିବର୍ଷ ଭଳି ଚଳିତ ବର୍ଷ ଅଲଟରନେଟିଭ ରିଦମ୍ ଥିଏଟର୍ ପକ୍ଷରୁ ନାଟ୍ୟ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ଏହି ପଦଯାତ୍ରା ସକାଳ ୬ଟା ୩୦ ମିନିଟ ସମୟରେ ବାଜିଚୌକ ଛକ ଠାରୁ ଆରମ୍ଭ ହୋଇ ମିନି ଷ୍ଟାଡିୟମ ଠାରେ ସମାପ୍ତ କରାଯାଇଥିଲା l ଢେଙ୍କାନାଳର ସମସ୍ତ ନାଟ୍ୟକର୍ମୀ , ନୃତ୍ୟ ସଙ୍ଗୀତ ଓ ସାମାଜିକ ଅନୁଷ୍ଠାନ ଓ ଜନ ସାଧାରଣ ଏଥିରେ ସାମିଲ ହୋଇ କାର୍ଯକ୍ରମ କୁ ସଫଳ ରୂପ ଦେଇଥିଲେ l

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ବାଇକ ଧକ୍କାରେ ବୃଦ୍ଧ ଜଣକ ମୃତ 

Sunil Chandra Nayak

ମାତିଲେ ନବନିର୍ମାଣ କୃଷକ ସଂଗଠନ, ଜିଲ୍ଲପାଳଙ୍କ ବାସଭବନ ସାମ୍ନାରେ ବିଛେଇ ଦେଲେ ଧାନ

Sunil Chandra Nayak

ନିର୍ଝରିଣୀ ତରଫରୁ ନିଆରା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!