ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମାଁ ଠାକୁରାଣୀଙ୍କ ଚୈତ୍ର ଯାତ୍ରା ଉତ୍ସବ ଅନୁଷ୍ଠିତ

ପଲନା:୨୯/୩ – (ମନିସ):- କଳାହାଣ୍ଡି ଜିଲ୍ଲା ସଦରମହକୁମା ଅଧିନସ୍ଥ ପଲନା ଗ୍ରାମପାୟତ ନିକଟସ୍ଥ କନ୍ଦାଖାଲ ଗ୍ରାମରେ ଚୈତ୍ର ଯାତ୍ରା ଅବସରରେ ଭୈରବ ମନ୍ଦିର ପ୍ରାଙ୍ଗଣରେ ଦେବୀଙ୍କ ଅଗ୍ନି ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଉକ୍ତ ପରୀକ୍ଷାରେ ୪ ଟି ଦେବୀ ଉପସ୍ଥିତିରେ ରୀତିନୀତି ଅନୁସାରେ ପୂଜାର୍ଚ୍ଚନା ହୋଇଥିଲା। ସେହିପରି ଅର୍ତ୍ତଲ ଗ୍ରାମପଞ୍ଚାୟତ କାନ୍ଦୁଲଝର ଗ୍ରାମ ଠାକୁରାଣୀଙ୍କ ମନ୍ଦିର ରେ ପ୍ରାଙ୍ଗଣରେ ମଧ୍ୟ ମାଁ ତାରାତାରିଣୀ ଦେବୀଙ୍କ ଅଗ୍ନି ପରୀକ୍ଷା ମହାସମାରୋହରେ ଆୟୋଜନ ହୋଇଥିଲା। ଏହି ଉତ୍ସବରେ ଶତାଧିକ ଶ୍ରଧାଳୁଙ୍କ ସମାଗମ ହୋଇଥିଲା। ପୂଜା କମିଟି ଓ ଗ୍ରାମବାସୀଙ୍କ ସହଯୋଗରେ ଆୟୋଜିତ ଚୈତ୍ର ପର୍ବଟି ଶାନ୍ତିଶୃଙ୍ଖଳା ଭାବରେ ସମାପନ ହୋଇଥିଲା।

ପନଲାରୁ ଡମ୍ବରୁ ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ସ୍ନାନ ମଣ୍ଡପରେ ଗଜାନନ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି : ଶତାଧିକ ଭକ୍ତ ଙ୍କ ସମାଗମ

Sunil Chandra Nayak

ମହିମା ଆଶ୍ରମରେ ମାଘ ସପ୍ତମୀ ତଥା ବାର୍ଷିକ ଉତ୍ସବ ପାଳିତ 

Sunil Chandra Nayak

ତୃତୀୟ ମାଘମଣ୍ଡେଇ ସହ ଉଦଯାପିତ ହେଲା ମାଁ ଖଲିଗଢ଼େନଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ

Sunil Chandra Nayak

Leave a Comment

error: Content is protected !!