ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମେରୁ ଉପଲକ୍ଷେ ଦଣ୍ଡ ନୃତ୍ୟ

ଆଜି ଢେଙ୍କାନାଳ ମହାବୀର ବଜାର ଠାରେ ଆନନ୍ଦ ବଜାର ମା କାମନା କାଳୀଙ୍କ ଦଣ୍ଡ ନୃତ୍ୟ ତରଫରୁ ଦଣ୍ଡ ନୃତ୍ୟ ପରିବେଷଣ କରାଯାଇଥିଲା। ପ୍ରଭାତ ଫେରି, ଦଣ୍ଡ ନୃତ୍ୟ ବନ୍ଦନା,ହାଡ଼ି ହାଡିଆଣୀ, ଶିବ ପାର୍ବତୀ, ଓ ବିଭିନ୍ନ ପ୍ରକାରର ଦଣ୍ଡ ନୃତ୍ୟ ପରିବେଷଣ କରାଯାଇଥିଲା। ଦେଖିବା ପାଇଁ ବହୁତ ଭକ୍ତ ମାନଙ୍କ ଭିଡ଼ ଜମିଥିଲା ଏହି କାର୍ଯ୍ୟକ୍ରମ ଶେଷରେ ମା ମନ୍ଦିରକୁ ମଧ୍ୟରାତ୍ର ରେ ଦଣ୍ଡ ଛପିବେ।

ଶୁଭମ ପାଣି ଙ୍କ ରିପୋର୍ଟ 

 

Related posts

ରାଜ୍ୟ ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଅବସରରେ ରାୟଗଡ଼ ଜିଲ୍ଲା ସ୍ତରୀୟ ବିକାଶ ମେଳା

masiha

ବିଦ୍ୟାଳୟ ସ୍ତରୀୟ ପିଏମଶ୍ରୀ ଉତ୍ସବ ଊଦଯାପିତ

Sunil Chandra Nayak

ଜଙ୍ଗଲ ନିଆଁ ପ୍ରତିରୋଧ ପାଇଁ, ରାୟଗଡା ଡିଏଫଓ ଏକ ରାତ୍ରି ଗସ୍ତ ନିରୀକ୍ଷଣ

masiha

Leave a Comment

error: Content is protected !!