ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ତାରକେଶ୍ବର ମହାଦେବ ମନ୍ଦିରରେ କଳସ ସ୍ଥାପନ। 

ମୟୂରଭଞ୍ଜ:- ୧୮/୦୪/୨୩; (ମସିହା) ମୟୁରଭଞ୍ଜ ଜିଲ୍ଲା ବହଳଦା ବ୍ଲକ ଅନ୍ତର୍ଗତ ଗିଦିଘାଟୀ ଗ୍ରାମପଞ୍ଚାୟତ ତାରଣା ଗ୍ରାମ ବେହେରା ସାହି ସ୍ଥିତ ବାବା ତାରକେଶ୍ବର ମହାଦେବ ମନ୍ଦିରରେ ଚୂଡା କାର୍ଯ୍ୟ ସମ୍ପନ୍ନ ହୋଇଛି।

     ବାବା ତାରକେଶ୍ବର ମହାଦେବ ମନ୍ଦିର ପ୍ରତିଷ୍ଠାର ଦୀର୍ଘ ୭୪’ ବର୍ଷ ପରେ ବିଜୟ କୁମାର ବେହେରା’ଙ୍କ ତତ୍ବାବଧାନରେ ସମବାର ଦିନ ମନ୍ଦିର ଚୁଡା କାର୍ଯ୍ୟ ଓ କଳସ ସ୍ଥାପନ ସମ୍ପନ୍ନ ହୋଇଛି। କଳସ ସ୍ଥାପନ ପୂର୍ବରୁ ପୁରୋହିତ ସୁବାଷ ଚନ୍ଦ୍ର ତ୍ରୀପାଠି ହୋମ ଓ ପୂଜା କାର୍ଯ୍ୟ ସମ୍ପନ୍ନ କରିଥିଲେ। ଏଥିରେ ସହଯୋଗ କରିଥିବା ବ୍ୟକ୍ତି ସର୍ବଶ୍ରୀ ତାରିଣୀ ବେହେରା, ମନୋଜ ବେହେରା, ସୁମନ୍ତ ବେହେରା, ସୁଶାନ୍ତ, କାଲ, ଦୂତ, ବୁଲୁ, ପଲୁ, ଅଞ୍ଜନ, ମଣ୍ଟୁ, ରାଜକିଶୋର, ଦିଲିପ, ଗୌରାଙ୍ଗ, ଗୁଠଲୁ, ଭଗବାନ ମାହାଲି, ବିଶ୍ବଜୀତ, ରାଜୁ, ଭୀମ, ରାମରାଇ, ଦିଗାମ୍ବର, ହିତେଶ, ସୋନୁ, ଜଗନ୍ନାଥ ମଣ୍ଡଳ, ପରିତୋଷ ମଣ୍ଡଳ, ଝୁନୁ ମଣ୍ଡଳ, ନରେଶ ମଣ୍ଡଳ, ବିକଶିତ ମଣ୍ଡଳ, ନିମାଇ ହେମ୍ବ୍ରମ, ଚୁନୁ ହେମ୍ବ୍ରମ, ଲକ୍ଷ୍ମଣ ମାଝୀ, ଆଭାସ୍ ବାବୁ, ପିତାମ୍ବର ମୁର୍ମୁ, ମାଇସା ମାହାଲି, ଅନୀଲ, ଜଗଦୀଶ, ସତ୍ୟ ନରାୟଣ, ରବି, ସାମ୍ବାଦିକ ବସନ୍ତ ସାଣ୍ଡିଲ, ଖେମରାଜ ପଲେଇ, ଅନୀଲ ମଣ୍ଡଳ, ପାର୍ବତୀ ମାହାଲି ପ୍ରମୁଖ ସହଯୋଗ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ସମସ୍ତ ଭକ୍ତଗଣ’ଙ୍କୁ ପିତାମ୍ବର ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ତେନ୍ତୁଳିସିଙ୍ଗା ମା ପାର୍ବତୀଦେବୀ ଙ୍କ ଭବ୍ୟ ନୂତନ ମନ୍ଦିର ପ୍ରତିଷ୍ଠା ଓ ବିଗ୍ରହ ସ୍ଥାପନା ମହୋତ୍ସବ

Sunil Chandra Nayak

ଧର୍ମଗଡ ରେ ନାଗବମ୍ ଶିବ ଭକ୍ତ ଶ୍ରାବଣ ର ତୃତୀୟ ସୋମବାର…. ୩କିଲୋମିଟର ଗୁରୁଣ୍ଡି ଗୁରୁଣ୍ଡି ଶିବ ମନ୍ଦିର ରେ ଜଳ ଲାଗି କଲେ ଧର୍ମଗଡ ବସ୍ତିପଡ଼ାର ଶିବ ଭକ୍ତ।

Sunil Chandra Nayak

ଶନିଶ୍ଚର ଦେବଙ୍କ ୫ମ ଜନ୍ମବାର୍ଷିକ ଉତ୍ସବର ପୂର୍ଣ୍ଣାହୂତି

Sunil Chandra Nayak

Leave a Comment

error: Content is protected !!