ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବସୋଈ ଗ୍ରାମପଞ୍ଚାୟତ ର ଓଡିଶା ଡ୍ରାଇଭର ମହାସଂଘ ର ସାଧାରଣ ବୈଠକ 

କାମାକ୍ଷାନଗର (ମ ନି ସ)6/5/23 // ଆଜି ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ବସୋଈ ଗ୍ରାମପଞ୍ଚାୟତ ର ଓଡିଶା ଡ୍ରାଇଭର ମହାସଂଘ ର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି lଏହି ବୈଠକ ରେ ପ୍ରାୟ ତିରିଶ ରୁ ଉର୍ଦ୍ଧ ଡ୍ରାଇଭର ଏକତ୍ରିତ ହୋଇ ଏହି ବୈଠକଟି ଅନୁଷ୍ଠିତ ହୋଇଥିଲା ଏହି ବୈଠକଟି ବସୋଈ ଗ୍ରାମର ରତ୍ନପୁରର ଏକ ଫାର୍ମ ହାଉସରେ ହୋଇଥିଲା l ଏହି ସଭାରେ ନୂତନ ଭାବରେ ପଦ ଓ ପଦବୀ ଚୟନ କରାଯାଇଥିଲା l ଏହି ସଭାରେ ସମସ୍ତଙ୍କ ନିଷ୍ପତି କ୍ରମେ ସଭାପତି ଭାବରେ -ବିସିକେଶନ ବେହେରା ଙ୍କୁ ମନୋନୀତ କରାଗଲା ଓ ପ୍ରତ୍ୟେକ ପଡ଼ାର ଜଣ ଜଣ ଙ୍କୁ ଦାୟୀତ୍ବ ଦିଆଗଲା ଓ ଶପଥ ପାଠ ହୋଇଥିଲା ପ୍ରଥମରେ -ମଦ୍ୟପାନ କରି ଗାଡି ଚଳାଇବୁ ନାହିଁ, ଦ୍ୱତୀୟ ରେ ବର୍ଧୀ ପିନ୍ଧି ଗାଡି ଚଳାଇବୁ ଏତିକି କହି ସଭାକୁ ସମ୍ପୂର୍ଣ କରାଗଲା l

କାମାକ୍ଷାନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଜଗନ୍ନାଥ ଉଚ୍ଚ ବିଦ୍ଯାପୀଠ ରୁପ୍ରାର ରୌପ୍ଯ ଜୟନ୍ତୀ ପାଳନ ପାଇଁ ଗଠନ ହେଲା ପୁରାତନ ଛାତ୍ର ସଂସଦ ଆଲୁମିନି କମିଟି

Sunil Chandra Nayak

ଗାନ୍ଧୀ ସରକାରୀ ୟୁପି ସ୍କୁଲରେ ଇଣ୍ଟରାକ୍ଟ କ୍ଲବ ଚାର୍ଟର ପ୍ରଦାନ ସମାରୋହ*

Sunil Chandra Nayak

ରାୟଗଡ଼ା ଜିଲ୍ଲା ସ୍ତରୀୟ ଶହିଦ ଲକ୍ଷ୍ମଣ ନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!