ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୈବିକ ପ୍ରଣାଳୀ ରେ କୃଷି କାର୍ଯ୍ୟ ପାଇଁ ସଚେତନତା କର୍ମଶାଳା

ତେନ୍ତୁଳିଖୁଣ୍ଟିL୦୭/୦୫/୨୩ ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ପୂଜାରିଗୁଡା ଗ୍ରାମ ପଞ୍ଚାୟତ କାର୍ଯ୍ୟଳୟ ରେ ଆଜି ଏକ କୃଷକ ସଚେତନତା କର୍ମଶାଳା ହୋଇ ଯାଇଛି। ଭାରତ ସରକାରଙ୍କ ଏନବୀ ଆର ଆଈ ସହଯୋଗ ତଥା ଫ।ର୍ମରସ ଟ୍ୟୁଟର ସଙ୍ଗଠନ ଏବଂ ଉମାସଙ୍କର ସବୁଜ ଦୁନିଆ ଘରୋଇ ଅନୁଷ୍ଠାନ ମିଳିତଭାବେ ଜୈବିକ କୃଷି କାର୍ଯ୍ୟ କିପରି କରିବାକୁ ହୁଏ ଓ କଣ ସବୁ ଫାଇଦା ପାଇବେ ବୁଝାଇଥିଲେ। କର୍ମଶାଳାରେ ବ୍ଲକ ଅଧ୍ୟକ୍ଷା ନିଳେନ୍ଦ୍ରୀ ନାୟକ ସମେତ ସରପଞ୍ଚ ଓ କିଛି ୱାର୍ଡ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ। ପ୍ରାୟ 100 ଉର୍ଧ୍ଵ ଚାଷୀ ଉପସ୍ଥିତ ରହି ରାସାୟନିକ ସାର ର କୁ ପ୍ରଭାବ ଓ ଜୈବିକ ସାର ପ୍ରୟୋଗ ଓ ପ୍ରସ୍ତୁତି ସମ୍ପର୍କରେ ତାଲିମ ନେଇଥିଲେ।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ପିକଅପ ଓ ଟ୍ରକ ମଧ୍ୟରେ ମୁହାଁମୁହିଁ।ଦୁର୍ଘଟଣା, ଡ୍ରାଇଭର ମୃତ, ହେଲ୍ପର ଗୁରୁତର

Sunil Chandra Nayak

ରାଜନୈତିକ ଦଳ ଓ ନିର୍ବାଚନ ଆୟୋଗଙ୍କ ସମ୍ପର୍କ ଅଭିଯାନ 

masiha

ଶିକ୍ଷାର ମାନ ବୃଦ୍ଧି ନିମନ୍ତେ ପ୍ରଧାନ ଶିକ୍ଷକଙ୍କ ତାଲିମ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!