ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମ ପ୍ରାଣା ମହିଳା ଚୁନିବାଳା ନନ୍ଦଙ୍କ ପରଲୋକ

କଟକ : କଟକ ସଦର ୪୨ମୌଜା ଅନ୍ତର୍ଗତ ବେଣ୍ଟକାର ଜେନାସାହି ଅଞ୍ଚଳର ଚୁନିବାଳା ନନ୍ଦ (୬୦) ଗତକାଲି ହୃଦଘାତରେ ପରଲୋକ ଘଟିଛି । ତାଂକ ମୃତ୍ୟ ଖବର ପାଇ ସ୍ଥାନୀୟ ଅଞ୍ଚଳର ଶିବ ବିଶ୍ବାଳ,ପ୍ରଶାନ୍ତ ଦାସ,ଉମେଶ ମହାପାତ୍ର,ବିଜୟ ଦାସ,ମାନସ ବେହେରା,ସମାଜ ସେବୀ ଗୀତିକାର ନିରେଶ ମହାପାତ୍ର ପ୍ରମୁଖ ଶେଷ ଦର୍ଶନ କରିବାସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ଜ୍ୟେଷ୍ଠପୁତ୍ର ବିନୟ କୁମାର ନନ୍ଦ ମୁଖାଗ୍ନି ଦେଇଥିଲେ । ମର ଶରୀରକୁ ଗ୍ରାମରେ ପରିକ୍ରମା କରାଯାଇ ଗ୍ରାମ ଶ୍ମଶାନରେ ଶେଷ କୃତ୍ୟ ସମ୍ପନ୍ନ କରଯାଇଥିଲା।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

ନୂତନ ତହସିଲଦାର ଙ୍କ ଯୋଗଦାନ

masiha

ଜିଲ୍ଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

Sunil Chandra Nayak

ଜେକେ କାଗଜ କଳ ପକ୍ଷରୁ ଥଣ୍ଡା ଜଳ ବିଶୋଧନ ଯନ୍ତ୍ର ପ୍ରଦାନ

masiha

Leave a Comment

error: Content is protected !!