ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ରାୟଗଡ ସହରର ସାଇପ୍ରିୟା ନଗର ବାସୀନ୍ଦା ଙ୍କ ନେତୃତ୍ବରେ ମାଁ ମଝିଘରୀଆଣୀଙ୍କ ଘଟଯାତ୍ରା

ରାୟଗଡର ଅଧିଷ୍ଠାତ୍ରୀ ଦେବୀ ମାଁ ମଝିଘରିଆଣୀଙ୍କ ଘଟଯାତ୍ରା ରବିବାର 21 ତାରିଖ ରାତ୍ର ଠାରୁ ଆରମ୍ଭ ହୋଇ ବୁଧବାର ସମାପ୍ତ ହେବାର କମିଟି ସଦସ୍ଯଙ୍କ ଠାରୁ ମିଳିଥିବା ସୂଚନାରୁ ଜଣାପଡିଛି | 2014 ମସିହାରୁ ମାଙ୍କ ଘଟଯାତ୍ରା ନିୟମିତ ହୋଇଆସୁଥିଲା କରୋନା ଯୋଗୁଁ ଦୁଇବର୍ଷ ବନ୍ଦ ରହିଥିଲା, ପୁଣି ମାଙ୍କ ଘଟଯାତ୍ରୀ ନିୟମିତ କରାଯିବାକୁ ନିସ୍ପତ୍ତି ହୋଇଛି | ତିନି ଦିନ ଧରି ଘୋଟଯାତ୍ରା ମଧ୍ୟରେ ବିଭିନ୍ନ ସଂସ୍କୃତିକ କାର୍ଯ୍ୟକ୍ରମ ର ଆୟୋଜନ କରିବାକୁ ନିଷ୍ପତି ନିଆଯାଇଥିଲା, ପଥମେ ମାଆଙ୍କ ଘୋଟ ମୁଖ୍ୟ ମନ୍ଦିର ମା ମଝିଘରିଆଣି ମନ୍ଦିର ରୁ ଆଣିବା ପାଇଁ ସହ ସହ ଭକ୍ତଙ୍କ ସମାରୋହ ଜମିଥିଲା | କମିଟି ସଦସ୍ଯ ମାନଙ୍କ ମଧ୍ଯରେ ଚିଦାମ୍ବର ସ୍ବାମୀ(ବାବୁଜି), ଭେଙ୍କେଟେଶ ରାବନା, ଚିନ୍ନା ରାଓ, ମନମଦା ରାଓ, ପୂର୍ଣ୍ଣ ଚନ୍ଦ୍ର ନାଲା, ଇଶ୍ବର ରାଓ, ଗୌରୀ ପଟ୍ଟନାୟକ, ରାଜୁ ଏବଂ ଲୋକେଶ୍ବର ରାଓ ଙ୍କ ସମେତ ଅନ୍ଯାନ୍ଯ ସଦସ୍ଯ ସାମିଲ ହୋଇ ମାଁଙ୍କ ଘଟଯାତ୍ରା ସାଫଲ୍ଯ କରିବାକୁ ଉଦ୍ଯମରତ।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଜୁନାଗଡ଼ର ବିଭିନ୍ନ ସ୍ଥାନରେ ହନୁମାନ ଜୟନ୍ତୀ ଓ ପଣା ସଂକ୍ରାନ୍ତି ପାଳିତ

masiha

ଥୁଆମୂଳ ରାମପୁର ବ୍ଳକର ବିଭିନ୍ନ ସ୍ଥାନରେ ଚୈତ୍ର ପର୍ବ ପାଳନ

Sunil Chandra Nayak

ମଧୁ ମାଧବ ତୀର୍ଥ କ୍ଷେତ୍ରରେ ଆଧ୍ୟାତ୍ମିକ ପ୍ରବଚକ ଶ୍ରୀ ଜଗଦାନନ୍ଦ ମହାରାଜଙ୍କ ଦିବ୍ୟବାଣୀ

Sunil Chandra Nayak

Leave a Comment

error: Content is protected !!