ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚାୟତ ର ବିଭିନ୍ନ ସ୍ଥାନରେ ନଳକୂପ ଖନନ ନେଇ  ବିଧାୟକ ଓ ସାଂସଦ ଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜଣାଇଲେ ଗ୍ରାମବାସୀ 

ନବରଙ୍ଗପୁର– (ମସିହା ) ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଳକ ଚଚାରାଗୁଡl ଗ୍ରାମ ପଞ୍ଚାୟତର କେଲିଆ ବାବା ସ୍ଵର୍ଣ୍ଣ ସ୍ଵର ମନ୍ଦିର ରେ ପାନୀୟ ଜଳ ନେଇ ଦୀର୍ଘ ଦିନରୁ ଦାବି କରି ଆସୁଥିଲେ l ସେହିପରି ଦାଢିଆ ଗୁଡା ଗ୍ରାମରେ ମଧ୍ଯ ପାନୀୟ ଜଳ ର ଘୋର ଅଭାବ ରହିଥିଲା lତାହାର ସମାଧାନ କରି ଏକ ନୁତନ ନଳକୂପ ଖନନ କରିଥିବା ବେଳେ ସେହିପରି ଦାଢିଆ ଗୁଡା ଗ୍ରାମରେ ଏକ ନୁତନ ନଳକୂପ ଖନନ କରି ଏ ଗ୍ରୀଷ୍ମ ରିତୁ ରେ ପାନୀୟ ଜଳ ଯୋଗାଇ ଦେଇଥିବାରୁ ଚଚାରାଗୁଡl ଗ୍ରାମ ବାସୀ ଙ୍କ ସହ ସ୍ଥାନୀୟ ଅଞ୍ଚଳ ବାସୀ ଲୋକପ୍ରିୟ ବିଧାୟକ ମନୋହର ରନ୍ଧାରୀ ଓ ସଂସାଦ ରମେଶ ଚନ୍ଦ୍ର ମାଝୀ ଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜଣାଇଛନ୍ତି l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଧର୍ମଗଡ ବିଜୁ କଲ୍ୟାଣ ମଣ୍ଡପ ପରିସରରେ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା ଶିବିର

masiha

କୋରାପୁଟ ଜିଲ୍ଲା ଠାରେ ୨୦୨୪ ପରବ ମହୋତ୍ସବ ସୁଭ ଉଦ୍ଘାଟନ

masiha

୧-ଆଲମଣ୍ଡା ରେ ପାଳିଲେ ଦି ବାର୍ଷିକ ବିଶ୍ୱ ଆଦିବାସି ଦିନସା ପାଳନ , ୨- ନାବାଳିକାର ମୃତ ଦେହ ଉଦ୍ଧାର

Sunil Chandra Nayak

Leave a Comment

error: Content is protected !!