ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନୂଆପଡା ଜିଲ୍ଲାପରିଷଦ ଅଧକ୍ଷା ରୂପେ ଡଲି ମାଝୀ ନିର୍ନ୍ଦ୍ଵନ୍ଦ୍ଵରେ ବିଜୟୀ

ନୂଆପଡା ଜିଲ୍ଲା ପରିଷଦ ଅଧକ୍ଷା ରୂପେ ବୋଡେ଼ନ ବ୍ଲକ ୧୦ ନଂମ୍ବର ଯୋନ ର ବିଜେଡି ସଭ୍ୟା ଡଲି ମାଝୀ ନିର୍ନ୍ଦ୍ଵନ୍ଦ୍ଵରେ ବିଜୟୀ। ଆଜି ଜିଲ୍ଲା ପରିଷଦ ଅଧକ୍ଷା ପାଇଁ ନିର୍ବାଚନ ଅନୁଷ୍ଠିତ ହେଉଥିବା ବେଳେ ଡଲି ମାଝୀ ବିଜୟ ହୋଇଛନ୍ତି। ସେ ବୋଡେ଼ନ ବ୍ଲକର ୧୦ ନଂମ୍ବର ଜିଲ୍ଲା ପରିଷଦ ରେ ବିଜୟୀ ହୋଇଥିଲେ। ବିଜେଡି ର ୧୨ ଜଣ ଜିଲ୍ଲାପରିଷଦ ସଭ୍ୟ ସଭ୍ୟା ନିର୍ବାଚିତ ହୋଇଥିବା ବେଳେ କଂଗ୍ରେସ ର ଜଣେ ଏବଂ ବିଜେପିର ସଭ୍ୟ ଜଣେ ମାତ୍ର ବିଜୟୀ ହୋଇଛନ୍ତି। ନୂଆପଡା ଜିଲ୍ଲାପରିଷଦ ବିଜେଡି ଗଠନ କରିଥିବା ଜଣାପଡିଅଛି। ଜିଲ୍ଲାର ସର୍ବାଙ୍ଗୀନ ଉନ୍ନତି ପ୍ରୟାସ କରିବି ବୋଲି ମତବ୍ୟକ୍ତ କରିଛନ୍ତି। ପୂର୍ଵତ୍ତନ ବୋଡେନ ବ୍ଲକ ଅଧକ୍ଷା ରୂପେ ଦାୟିତ୍ବ ନିର୍ବାହ କରିଛନ୍ତି। ଜିଲ୍ଲାର ତୃତୀୟ ଥର ପାଇଁ ବୋଡେ଼ନ ବ୍ଲକକୁ ଜିଲ୍ଲାପରିଷଦ ଅଧକ୍ଷା ପଦ ନେଇଛନ୍ତି। ହିତେଷ ବଗର୍ତ୍ତି, ଜେମାମଣି ଧାରୁଆ ଏବଂ ବର୍ତ୍ତମାନ ଡଲି ମାଝୀ ଅଧକ୍ଷା ହୋଇଛନ୍ତି।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

କୋଲନରା ନବନିର୍ବାଚିତ ପଞ୍ଚାୟତ ସମିତି ଅଧ୍ଯକ୍ଷାଙ୍କ ଦାୟିତ୍ୱ ଗ୍ରହଣ

Sunil Chandra Nayak

ବାଲାଜି ସେଠୀ ଙ୍କ କବିତା ଶରତ ବର୍ଣ୍ଣାଳୀ – ମାଆ ପାଦେ ଅଳି 

Sunil Chandra Nayak

ମାରଓ୍ଵାଡି ଯୁବା ମଞ୍ଚ ପକ୍ଷରୁ  ନବଜାତ  ଶିଶୁଙ୍କୁ କିଟ୍ ଓ ଫଳ ବଣ୍ଟନ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!