ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଜଣା ଗାଡ଼ି ଧକ୍କାରେ ଗୋଟାଏ ଗୋରୁ ମୃତ ବେଳେ ଅନ୍ୟ ଗୋଟିଏ ଗୁରୁତର

 ମୟୂରଭଞ୍ଜ -୯/୬/ (ମସିହା)ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର – ଯଶିପୁର ଜାତୀୟ ରାଜପଥ ୨୨୦ ନମ୍ବର ଖେରଣା ପାଖରେ ଗୋରୁଗୁଡିକ ସକାଳ ସମୟରେ ଜଙ୍ଗଲ ଆଡ଼ୁ ଆସି ରାସ୍ତା ପାର ସମୟରେ ଏକ ଅଜଣା ଗାଡି ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଗୋଟିଏ ଗୋରୁ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ସମୟରେ ଅନ୍ୟ ଗୋଟିଏ ଗୋରୁ ରକ୍ତାକ୍ତ ହୋଇ ଗୁରୁତର ଅବସ୍ଥାରେ ପଡ଼ିଥିଲା ।ଅଜଣା ଗାଡ଼ିଟି ଧକ୍କା ଦେଇ ଦୃତ ଗତିରେ ଖସି ପାଇଛି । ଖବର ପାଇ ବାଦାମପାହାଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ସହ ଏକ ମାମଲା ରୁଜୁ କରିଛି ।ଜେସିଵି ଦ୍ଵାରା ମୃତ ଗୋରୁକୁ ଉଦ୍ଧାର କରିଥିବା ବେଳେ ପଶୁ ଡାକ୍ତର ଦ୍ବାରା ଆହତ ଗୋରୁକୁ ଚିକିତ୍ସା କରାଇବା ବ୍ୟବସ୍ଥା ପୋଲିସ କରିଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ନବରଙ୍ଗପୁର ଜେ ଇ ଏଲ୍ ଚର୍ଚ୍ଚ ଠାରେ ଖ୍ରୀଷ୍ଟିୟାନ୍ ବରିଷ୍ଟ ନାଗରିକ ସଂଘର ବାର୍ଷିକ ଉତ୍ସବ

Sunil Chandra Nayak

ଧରାକୋଟ ବାଜାର ରେ ଜବରଦଖଲ ରୁ ବଢୁଛି ଟ୍ରାଫିକ ସମସ୍ୟା

Sunil Chandra Nayak

ମହିଷାକୁଦର ଗ୍ରାମର ନିମ୍ନମାନର କଂକ୍ରିଟ ରାସ୍ତା ନିର୍ମାଣ ନେଇ ବିଡ଼ିଓଙ୍କ ପାଖରେ ଗ୍ରାମବାସୀଙ୍କ ଲିଖିତ ଅଭିଯୋଗ

Sunil Chandra Nayak

Leave a Comment

error: Content is protected !!