ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଜଣା ଗାଡ଼ି ଧକ୍କାରେ ଗୋଟାଏ ଗୋରୁ ମୃତ ବେଳେ ଅନ୍ୟ ଗୋଟିଏ ଗୁରୁତର

 ମୟୂରଭଞ୍ଜ -୯/୬/ (ମସିହା)ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର – ଯଶିପୁର ଜାତୀୟ ରାଜପଥ ୨୨୦ ନମ୍ବର ଖେରଣା ପାଖରେ ଗୋରୁଗୁଡିକ ସକାଳ ସମୟରେ ଜଙ୍ଗଲ ଆଡ଼ୁ ଆସି ରାସ୍ତା ପାର ସମୟରେ ଏକ ଅଜଣା ଗାଡି ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଗୋଟିଏ ଗୋରୁ ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ସମୟରେ ଅନ୍ୟ ଗୋଟିଏ ଗୋରୁ ରକ୍ତାକ୍ତ ହୋଇ ଗୁରୁତର ଅବସ୍ଥାରେ ପଡ଼ିଥିଲା ।ଅଜଣା ଗାଡ଼ିଟି ଧକ୍କା ଦେଇ ଦୃତ ଗତିରେ ଖସି ପାଇଛି । ଖବର ପାଇ ବାଦାମପାହାଡ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିବା ସହ ଏକ ମାମଲା ରୁଜୁ କରିଛି ।ଜେସିଵି ଦ୍ଵାରା ମୃତ ଗୋରୁକୁ ଉଦ୍ଧାର କରିଥିବା ବେଳେ ପଶୁ ଡାକ୍ତର ଦ୍ବାରା ଆହତ ଗୋରୁକୁ ଚିକିତ୍ସା କରାଇବା ବ୍ୟବସ୍ଥା ପୋଲିସ କରିଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଭାରତୀୟ ଦୂରସଞ୍ଚାର ନିୟାମକ ପ୍ରାଧିକରଣ ପକ୍ଷରୁ ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ରାଉରକେଲାରେ ଉପଭୋକ୍ତା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ.

Sunil Chandra Nayak

ଧର୍ମଗଡ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

74ତମ ସାଧାରଣ ତନ୍ତ୍ର ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!