ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କଳାହାଣ୍ଡି   ପୌର ନିର୍ବାଚନ -: ୧୯ ଜଣ ଚେୟାମେନ୍ ଓ ୧୯୦ କାଉନସିଲର ପ୍ରାର୍ଥୀଙ୍କ  ଭାଗ୍ୟ ପରୀକ୍ଷା ହେବ 

ଭବାନୀପାଟଣା:୧୪/୩- ମ,ନି,ସ:- କଳାହାଣ୍ଡି ଜିଲ୍ଲାରେ ହେବାକୁ ଥିବ।ପୌର ନିର୍ବାଚନର ପ୍ରାର୍ଥୀ ପତ୍ର ଦାଖଲ , ଯାଞ୍ଚ ପ୍ରକ୍ରିୟା ଓ  ପ୍ର।ଥି ପତ୍ର ପ୍ରତ୍ୟାହାର  ପରେ ପ୍ରାର୍ଥୀଙ୍କ ଚୂଡାନ୍ତ ନାମ ତାଲିକା ପ୍ରକାଶ ପାଇଥିବା ସୂଚନରୁ ଜଣାପଡିଛି।ଭବାନୀପାଟଣା ମ୍ଯୁନିସିପାଲିଟି  ର ଅଧକ୍ଷା ୭       ଜଣପ୍ରାର୍ଥୀ , କେସିଙ୍ଗା ଏନ୍ ଏ ସି   ପାଇଁ  ୫,ଜଣ ଅଧ୍ୟକ୍ଷ ପ୍ରାଥି ଥିବା ବେଳେଜୁନାଗଡ ଏନଏସି ପାଇଁ ୪ ଜଣ, ଧର୍ମଗଡ ଏନଏ ସି ପାଇଁ- ୩, ଜଣ       ପ୍ର।ଥି   ରହିଛନ୍ତି  । ସେହିପରି କାଉନସିଲର ପଦବୀ ପାଇଁ ଭବାନୀ ପାଟଣା ମୁନିସିପାଲିଟୀ ରେ ୮୦ ଜଣ , କେସିଙ୍ଗା ଏନ୍ ଏ ସି ରେ ୩୭ ଜଣ , ଜୁନାଗଡ ଏନ୍ ଏ ସି ରେ ୩୫ ଜଣ , ଧର୍ମଗଡ ଏନ୍ ଏ ସି ରେ କାଉନସିଲର ପଦବୀ ପାଇଁ ୩୮ଜଣ ପ୍ରାଥୀ ଆସନ୍ତା ପୌର ନିର୍ବାଚନ ରେ ନିଜର ଭାଗ୍ୟ ପରୀକ୍ଷା କରିବେ ।

Related posts

ନିରୁପମା ପାଣି ଙ୍କ କବିତା କଳିଆ ଲୋକଙ୍କୁ ଦୂରୁ ଜୁହାର

Sunil Chandra Nayak

ଅପର୍ତ୍ତି ସେଠୀ ଙ୍କ କବିତା ଯୋଗ ନବାକ୍ଷରୀ

Sunil Chandra Nayak

ବରିଷ୍ଠ ବିଜେପି ନେତା ଙ୍କ ଅକାଳ ବିୟୋଗ

Sunil Chandra Nayak

Leave a Comment

error: Content is protected !!