ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୮୦ ଜଣ ନୂଆ ହିତାଧିକାରୀଙ୍କୁ ଭର୍ତ୍ତା ବଣ୍ଟନ

ପଲନା:୨୫/୦୬ – (ମନିସ):- କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଳକ ଅନ୍ତର୍ଗତ ପଲନା ଗ୍ରାମପଞ୍ଚାୟତ ରେ ୮୦ ଜଣ ନୂଆ ହିତାଧିକାରୀଙ୍କୁ ଭର୍ତ୍ତା ବଣ୍ଟନ କରାଯାଇଥିଲା।ଏହି ଅବସରରେ ସରପଞ୍ଚ ହିରୋଜିନି ମାଝୀ, ନାୟବ ସରପଞ୍ଚ ସୁଧୀର ଛୂରା ସମିତି ସଭ୍ଯା ଗଜମତୀ ମାଝୀ,ପିଇଓ ବଳଭଦ୍ର ତାଣ୍ତି, ଯୋଗାଣ ସହାୟକ ଦାମୋଦର ଗହିର ସମେତ୍ ସମସ୍ତ ମେମ୍ବର ଉପସ୍ଥିତ ରହିଥିଲେ। ଏହି ଖୁସି କୁ ନେଇ ସରପଞ୍ଚ ସମସ୍ତଙ୍କୁ ମିଠା ବଣ୍ଟନ କରିଥିଲେ।

ପଳନାରୁ ଡମ୍ବରୁ ଧର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ପ୍ରକାଶ ପାଇଲା ସାପ୍ତାହିକ କବିତା ପ୍ରତିଯୋଗିତାର ଫଳାଫଳ

masiha

ନୂଆପଡ଼ା ସଦର ମହକୁମା ଠାରେ ଜିଲ୍ଲା ପ୍ରଶାସନ ପକ୍ଷ ରୁ ହର ଘର ତ୍ରିରଙ୍ଗା କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

ଆମକୋ-ସିମକୋ ଶହିଦ ଦିବସର ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

masiha

Leave a Comment

error: Content is protected !!