ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୮୦ ଜଣ ନୂଆ ହିତାଧିକାରୀଙ୍କୁ ଭର୍ତ୍ତା ବଣ୍ଟନ

ପଲନା:୨୫/୦୬ – (ମନିସ):- କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ବ୍ଳକ ଅନ୍ତର୍ଗତ ପଲନା ଗ୍ରାମପଞ୍ଚାୟତ ରେ ୮୦ ଜଣ ନୂଆ ହିତାଧିକାରୀଙ୍କୁ ଭର୍ତ୍ତା ବଣ୍ଟନ କରାଯାଇଥିଲା।ଏହି ଅବସରରେ ସରପଞ୍ଚ ହିରୋଜିନି ମାଝୀ, ନାୟବ ସରପଞ୍ଚ ସୁଧୀର ଛୂରା ସମିତି ସଭ୍ଯା ଗଜମତୀ ମାଝୀ,ପିଇଓ ବଳଭଦ୍ର ତାଣ୍ତି, ଯୋଗାଣ ସହାୟକ ଦାମୋଦର ଗହିର ସମେତ୍ ସମସ୍ତ ମେମ୍ବର ଉପସ୍ଥିତ ରହିଥିଲେ। ଏହି ଖୁସି କୁ ନେଇ ସରପଞ୍ଚ ସମସ୍ତଙ୍କୁ ମିଠା ବଣ୍ଟନ କରିଥିଲେ।

ପଳନାରୁ ଡମ୍ବରୁ ଧର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ମହିଷାକୁଦର ଗ୍ରାମର ନିମ୍ନମାନର କଂକ୍ରିଟ ରାସ୍ତା ନିର୍ମାଣ ନେଇ ବିଡ଼ିଓଙ୍କ ପାଖରେ ଗ୍ରାମବାସୀଙ୍କ ଲିଖିତ ଅଭିଯୋଗ

Sunil Chandra Nayak

ସ୍ଵତନ୍ତ୍ର ସଘନ ସଂଶୋଧନ ଉପରେ ବୁଥ ସ୍ତରୀୟ ଅଧିକାରୀ ମାନଙ୍କୁ ତାଲିମ 

ଫାଇଲେରିଆ ନିରାକରଣ ଅଭିଯାନ –ଦର୍ଲିପାଲି ନିରାମୟ ହସ୍ପିଟାଲ ରେ ଦ୍ଵିତୀୟ ପର୍ଯ୍ୟାୟ ହାଇଡ୍ରୋସିଲ ଅସ୍ତ୍ରୋପଚାର ଶିବିର

Sunil Chandra Nayak

Leave a Comment

error: Content is protected !!