ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଭବାନୀ ପାଟଣା – ବସ ଧକ୍କା ରେ ଯୁବକ ମୃତ

କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସହରର ଜେଲ ଛକ ନିକଟରେ ଘୋରୋଇ ବସ ଧକ୍କା ରେ ଯୁବକଙ୍କ ଘଟଣା ସ୍ଥଳରେ ମୃତ। ସୂଚନା ଅନୁଯାୟୀ ନବରଙ୍ଗପୁର ରୁ ଭବାନୀପାଟଣା କୁ ଆସୁଥିବା ଘରୋଇ ଗୁପ୍ତା ବସ ଟି ସାମ୍ନାପଟୁ ଆସୁଥିବା ଏକ ବାଇକ୍ କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ହିଁ ଯୁବକଙ୍କ ମୃତ୍ୟ ହୋଇଥିବା ବେଳେ ମୃତ ଯୁବକ ଜଣକ ସଦର ଥାନା ଅନ୍ତର୍ଗତ ରିଶ୍ ଗାଁ ର କାହ୍ନୁ ନାଏକ ବୋଲି ଜଣାପଡିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ବସ ଟିକୁ ଜବତ କରିବା ସହ ଡ୍ରାଇଭର କୁ ଅଟକ ରଖିଥିବା ବେଳେ ଘଟଣା ସ୍ଥଳରେ ଉତେଜନା ଦେଖା ଦେଇଛି।

ମସିହା ନିୟୁଜ ସର୍ଭିସ୍ 

Related posts

କଳାହାଣ୍ଡି ପୋଲିସର ବଡ଼ ସଫଳତା: ଚୋରି ଗ୍ୟାଙ୍ଗର ପର୍ଦ୍ଦାଫାସ, ୪ ଗିରଫ

ସାହଜଖୋଲ ସଂରକ୍ଷିତ ଜଙ୍ଗଲରେ ବେଆଇନ ଜଙ୍ଗଲ କାଟି ମକାଚାଷ ପାଇଁ ଟ୍ରାକ୍ଟର ଲଙ୍ଗଲ କରିବା ସମୟରେ , ବନପାଲଙ୍କ ଦ୍ଵାରା ଟ୍ରାକ୍ଟର ଜବତ

Sunil Chandra Nayak

ଗୋହତ୍ୟାକାରି କୁ ରଙ୍ଗେହାତ୍ କାବୁ କଲେ ଗୋରକ୍ଷକ 

Sunil Chandra Nayak

Leave a Comment

error: Content is protected !!