ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ହେଲେ ବେଣୁ ଦୁର୍ଗା 

ରାଜ୍ୟ ଯୁବ କଂଗ୍ରେସ ସାଧାରଣ ସମ୍ପାଦକ ହେଲେ ବେଣୁ ଦୁର୍ଗା ରାଜ୍ୟ ଯୁବକଂଗ୍ରେସର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି କଳାହାଣ୍ଡି ଜିଲ୍ଲା ଭୂର୍ଷୀଗୁଡ଼ା ର ବେଣୁପାଣି ଦୁର୍ଗା। ରାଜ୍ୟ ଯୁବକଂଗ୍ରେସର ନିର୍ବାଚନପ୍ରକ୍ରିୟା ପୂର୍ବରୁ ଶେଷ ହୋଇଥିବା ବେଳେ ମଙ୍ଗଳବାର ଉକ୍ତ ନିର୍ବାଚନର ଫଳାଫଳ ଘୋଷଣା କରିଛନ୍ତି ଜାତୀୟ ଯୁବକଂଗ୍ରେସର ନିର୍ବାଚନ ଅଧିକାରୀ । ଏହି ନିର୍ବାଚନରେ ଅଂଶଗ୍ରହଣ କରି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ଜୟ ପାଟଣା ବ୍ଲକ ର ରଣମାଲ୍ ପଞ୍ଚାୟତ ଭୂର୍ଶିଗୁଡ଼ା ର ସଂଗ୍ରାମୀ ଟାଣୁଆ ଯୁବନେତା ବେଣୁ ପାଣି ଦୁର୍ଗା ରାଜ୍ୟ ଯୁବକଂଗ୍ରେସର ସାଧାରଣ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି । ଏହାପୂର୍ବରୁ ଶ୍ରୀ ଦୁର୍ଗା ଜିଲ୍ଲା ଯୁବକଂଗ୍ରେସର ସାଧାରଣ ସମ୍ପାଦକ ସମ୍ପାଦକ ଓ ପ୍ରବକ୍ତା, ଭାବେ ଦାୟିତ୍ଵ ତୁଲାଇ ଆସିଛନ୍ତି । ଯୁବନେତା ଶ୍ରୀ ବେଣୁ ରାଜ୍ୟ ଯୁବକଂଗ୍ରେସର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହେବା ପରେ ସେ ଆଗାମୀ ଦିନରେ ଓଡିଶାର ଯୁବକଙ୍କ ନାର୍ଯ୍ୟ ଦାବି ପାଇଁ ଲଢେଇ ଜାରି ରଖିବା ସହ ଯୁବକମାନଙ୍କୁ କଂଗ୍ରେସ ପ୍ରତି ଆକୃଷ୍ଟ କରାଇ ତୃଣମୂଳସ୍ତରରେ ଦଳକୁ ମଜବୁତ କରିବେ ବୋଲି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଏହି ଖବର ଶୁଣିବା ପରେ ତାଙ୍କ ସମର୍ଥକ ଓ ଅଞ୍ଚଲ ବାସି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଅଞ୍ଚଳରେ ଖୁସୀର ଲହରୀ ଖେଳି ଯାଇଛି। ଏହି ନିର୍ବାଚନରେ ତାଙ୍କୁ ସହଯୋଗ କରିଥିବା ସମସ୍ତ ଯୁବବନ୍ଧୁଙ୍କୁ ସେ ଧନ୍ୟବାଦ ଦେବା ସହ କଂଗ୍ରେସର ନେତୃବୃନ୍ଦମାନଙ୍କୁ ତାଙ୍କର କୃତଜ୍ଞତା ଜ୍ଞାପନ କରିଛନ୍ତି ।

ରାଜ୍ୟ ଯୁବକଂଗ୍ରେସର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି କଳାହାଣ୍ଡି ଜିଲ୍ଲା ଭୂର୍ଷୀଗୁଡ଼ା ର ବେଣୁପାଣି ଦୁର୍ଗା। ରାଜ୍ୟ ଯୁବକଂଗ୍ରେସର ନିର୍ବାଚନପ୍ରକ୍ରିୟା ପୂର୍ବରୁ ଶେଷ ହୋଇଥିବା ବେଳେ ମଙ୍ଗଳବାର ଉକ୍ତ ନିର୍ବାଚନର ଫଳାଫଳ ଘୋଷଣା କରିଛନ୍ତି ଜାତୀୟ ଯୁବକଂଗ୍ରେସର ନିର୍ବାଚନ ଅଧିକାରୀ । ଏହି ନିର୍ବାଚନରେ ଅଂଶଗ୍ରହଣ କରି କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ଜୟ ପାଟଣା ବ୍ଲକ ର ରଣମାଲ୍ ପଞ୍ଚାୟତ ଭୂର୍ଶିଗୁଡ଼ା ର ସଂଗ୍ରାମୀ ଟାଣୁଆ ଯୁବନେତା ବେଣୁ ପାଣି ଦୁର୍ଗା ରାଜ୍ୟ ଯୁବକଂଗ୍ରେସର ସାଧାରଣ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି । ଏହାପୂର୍ବରୁ ଶ୍ରୀ ଦୁର୍ଗା ଧର୍ମଗଡ଼ ପଞ୍ଚୟତ କଲେଜ ଛାତ୍ର ସଂଘ ର ସଭାପତି ଜିଲ୍ଲା ଯୁବକଂଗ୍ରେସର ସାଧାରଣ ସମ୍ପାଦକ ଓ ପ୍ରବକ୍ତା, ଭାବେ ଦାୟିତ୍ଵ ତୁଲାଇ ଆସିଛନ୍ତି ।

ସଦା ସର୍ବଦା ଚାଷୀ ସାଧାରଣ ଲୋକ ଙ୍କ ସେବାରେ ଜଡ଼ିତ ହୋଇ ସମ୍ୟସ୍ୟା ର ସମାଧାନ ନିମନ୍ତେ ପ୍ରଶାସନ ଦପ୍ତର ରେ ତତ୍ ପରତା ସହ ଯାଇ ସମାଧାନ ପାଇଁ ଚେଷ୍ଟା କରନ୍ତି।

ଯୁବନେତା ଶ୍ରୀ ବେଣୁ ରାଜ୍ୟ ଯୁବକଂଗ୍ରେସର ସାଧାରଣ ସମ୍ପାଦକ ଭାବେ ନିର୍ବାଚିତ ହେବା ପରେ ସେ ଆଗାମୀ ଦିନରେ ଓଡିଶାର ଯୁବକଙ୍କ ନାର୍ଯ୍ୟ ଦାବି ପାଇଁ ଲଢେଇ ଜାରି ରଖିବା ସହ ଯୁବକମାନଙ୍କୁ କଂଗ୍ରେସ ପ୍ରତି ଆକୃଷ୍ଟ କରାଇ ତୃଣମୂଳସ୍ତରରେ ଦଳକୁ ମଜବୁତ କରିବେ ବୋଲି ତାଙ୍କ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଏହି ଖବର ଶୁଣିବା ପରେ ତାଙ୍କ ସମର୍ଥକ ଓ ଅଞ୍ଚଲ ବାସି ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ଅଞ୍ଚଳରେ ଖୁସୀର ଲହରୀ ଖେଳି ଯାଇଛି। ଏହି ନିର୍ବାଚନରେ ତାଙ୍କୁ ସହଯୋଗ କରିଥିବା ସମସ୍ତ ଯୁବବନ୍ଧୁଙ୍କୁ ସେ ଧନ୍ୟବାଦ ଦେବା ସହ କଂଗ୍ରେସର ନେତୃବୃନ୍ଦମାନଙ୍କୁ ତାଙ୍କର କୃତଜ୍ଞତା ଜ୍ଞାପନ କରିଛନ୍ତି ।

କାମେସ ନାଗ ଙ୍କ ରିପୋର୍ଟ 

Related posts

ଜଗତପୁର ଠାରେ କଟକ ନଗର ୮ନଂ ବ୍ଲକ କଂଗ୍ରେସ ର ନବ ନିଯୁକ୍ତ ସଭାପତି ଙ୍କୁ କଂଗ୍ରେସ କର୍ମୀ ଙ୍କ ପକ୍ଷରୁ ସମ୍ବର୍ଦ୍ଧନା

Sunil Chandra Nayak

ବିଧାୟକ ଓ ସାଂସଦ ପାର୍ଥୀଙ୍କୁ ସମ୍ବର୍ଦ୍ଧନା 

masiha

ଆଜି କଂଗ୍ରେସ ଦଳ ଛାଡି ବିଜେଡି ରେ ମିଶିଲେ ଜୟନ୍ତୀ ନଗର ର ବୁଟୁ ଜେନା ଓ ରିଣ୍ଟୁ ଜେନା

masiha

Leave a Comment

error: Content is protected !!