ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଲିସ ଡିଜି ଙ୍କ ନୂଆପଡା ଗସ୍ତ

ମାଓବାଦୀ ଗତିବିଧି ଅନୁସରଣ କରିବାସହ ଛତିସଗଡ ନିର୍ବାଚନ କୁ ଦ଼ଷ୍ଟି ରେ ରଖି ମଙ୍ଗଳବାର ପୋଲିସ ଡିଜି ସୁନିଲ ବଂଶଲ ନୂଆପଡା ଜିଲ୍ଲା ଗସ୍ତ ରେ ଆସିଛନ୍ତି ।ନୁଆପଡା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ର ଦାତୁନାମା ଗାଁ ରେ ନବ ନିର୍ମିତ ଏକ ସିଆରପିଏଫ କେମ୍ପ କୁ ଉଦଘାଟନ କରିଛନ୍ତି ।ଏହାବ୍ୟତିତ ନୁଆପଡା ଜିଲ୍ଲା ର ସୁନାବେଡା ଅଭୟାରଣ୍ୟ ରେ ଆହୁରି ଚାରି ଗୋଟି କେମ୍ପ ହେବ ବୋଲି ସୁଚନା ଦେଇଛନ୍ତି ।ନୂଆପଡା ଏସପି କାଯ୍ୟାଳୟ ରେ ସାମ୍ବାଦିକ ସମ୍ମିଲନୀ ରେ ମାଓବାଦୀ ମାନଙ୍କୁ ହିଂଶାଛାଡି ମୁଖ୍ୟ ସ୍ରୋତ ରେ ସାମିଲ ହେବା ପାଇ ଅପିଲ କରିଛନ୍ତି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ପୋଡାଚାକିଡି ଗ୍ରାମବାସୀଙ୍କୁ ମୟୂରଭଞ୍ଜ ଜିଲାପାଳଙ୍କ ପ୍ରତିଶ୍ରୁତି : ସରକାରୀ ଜମିରେ ନିର୍ମାଣ ହେବ ଉଚ୍ଚ ପ୍ରାଥମିକ ବିଦ୍ଯାଳୟ

NIT, ୱାରାଙ୍ଗଲ ଏବଂ BPUT, ଓଡ଼ିଶା ଶୈକ୍ଷିକ ସହଯୋଗ ପାଇଁ ବୁଝାମଣାପତ୍ର ସ୍ୱାକ୍ଷର 

Sunil Chandra Nayak

ଛାତ୍ର ବାତ୍ସଲ୍ୟ ଶିକ୍ଷକ ବିଶ୍ୱମ୍ୱର ସେନାପତିଙ୍କ ଅବସର କାଳୀନ ସମ୍ୱର୍ଦ୍ଧନା ସଭା ଅନୁଷ୍ଠିତ 

masiha

Leave a Comment

error: Content is protected !!