ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦୀକ୍ଷାନ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଘାଟନ

ଦୀକ୍ଷାନ୍ତ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଉଦ୍ଘାଟନ

ମ.ରାମପୁର,୦୧/୧୦(ମସୀହା):ଓଡିଶା ସଙ୍ଗୀତ ନାଟକ ଏକାଡୋମୀ ଭୁବନେଶ୍ୱର ଙ୍କ ସହାୟତା ରେ ଆଞ୍ଚଳିକ କାମନା ଦଣ୍ଡ ସାଂସ୍କୃତିକ ପରିଷଦ ମ.ରାମପୁର ତରଫରୁ ସ୍ଥାନୀୟ ଶ୍ରୀରାମ କଲ୍ୟାଣ ମଣ୍ଡପ ଠାରେ ଅଞ୍ଚଳ ର ୧୦ ଗୋଟି କାମନା ଦଣ୍ଡ ଦଳ ର ବାଦ୍ୟ କଳାକାର ମାନଙ୍କ ୬ ମାସିଆ ତାଲିମ କାର୍ଯ୍ୟକ୍ରମ ଆଜି ଉଦ୍ଘାଟିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହ ଦେଓ ,ସମ୍ମାନିତ ଅତିଥି ଧ୍ୟାନ ରଞ୍ଜନ ପଣ୍ଡା( ସଦସ୍ୟ ଓଡ଼ିଶା ସଙ୍ଗୀତ କଳା ଏକଡୋମୀ) ଦିକ୍ଷାନ୍ତ ତାଲିମ କାର୍ଯ୍ୟକ୍ରମ ର ତାଲିମ ଦାତା ପ୍ରାଧ୍ୟାପକ ତଥା ନାଟ୍ୟ ନିର୍ଦ୍ଦେଶକ ଶୈଳେନ୍ଦ୍ର ପ୍ରସାଦ ଆଚାର୍ଯ୍ୟ, ପରିଷଦ ର ସଭାପତି ରୁଦ୍ର ପ୍ରତାପ ସିଂହ ପ୍ରମୁଖ ଉପସ୍ଥିତ ରହିଥିଲେ l ପରିଷଦ ର ସମ୍ପାଦକ ପ୍ରକାଶ ଚନ୍ଦ୍ର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଓଡିଆ ପକ୍ଷ ପାଳନ ଅବସରରେ ଆସ ବହିଟିଏ କିଣିବା କାର୍ଯ୍ୟକ୍ରମ

Sunil Chandra Nayak

ଡ଼ିଡ଼ିସିଏ ସୋରେନ’ର ଯୋଡ଼ା ସରକାରୀ ଘରେ-ସରକାରଙ୍କ ଲୁହାପଥର ନମୁନା ଗୁଣ୍ଡ ଠାବ

masiha

ଆସନ୍ତା ସପ୍ତାହରେ ଦୀପାବଳି କିନ୍ତୁ ମାଟି ଦୀପ ବିକ୍ରି ନେଇ ଚିନ୍ତାରେ କୁମ୍ଭକାର

masiha

Leave a Comment

error: Content is protected !!