ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅଜଣା ଗାଡି ଧକ୍କାରେ ସାଇକେଲ ଚଳାକର ମୃତ୍ୟୁ

ଅଜଣା ଗାଡି ଧକ୍କାରେ ସାଇକେଲ ଚଳାକର ମୃତ୍ୟୁ

କାମାକ୍ଷାନଗର,(ମନିସ )2/10/23 // କାମାକ୍ଷାନଗର ଥାନା ଅନ୍ତର୍ଗତ ବାଲିଗୋରଡ଼ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ସାଇକେଲ ଚଲାକର ମୃତ୍ୟୁ ହୋଇଛି l ମୃତକ ଜଣକ ହେଲେ ବାଲିଗୋରଡ଼ ଗ୍ରାମର ଛବିଳେନ୍ଦ୍ର ସ୍ୱାଇଁ l ଘଟଣାସ୍ଥଳରେ ଗ୍ରାମବାସୀଙ୍କର ଭିଡ଼ ଲାଗିରହିଛି l ଫଳରେ ରାସ୍ତାର ଉଭୟ ଦିଗରେ ବଡ ବଡ ଯାନ ଅଟକି ରହିଛି l ପୁଲିସ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରୁଥିବାର ଜଣାଯାଇଛି l

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

କ୍ରସର ମାଲିକ ଠାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ମାମଲା। ଧର୍ମଗଡ଼ ଉପଜିଲ୍ଲାପାଳ ନିଲମ୍ବିତ….

masiha

୩ଜଣ ଙ୍କ ନାଁରେ ଚୋରି ଆଖ୍ୟା ଦେଇ ସୋସିଆଲ ମେଡିଆରେ ଅପପ୍ରଚାରକୁ ନେଇ ପରିବାର ପକ୍ଷରୁ ଥାନାରେ ଏତଲା

ମହାଲୁଣ୍ଡା ଗ୍ରାମରେ ବାଲିମି ପୋଲିସ୍ ର ଚଢାଉ: ଦେଶୀ ବନ୍ଧୁକ ତିଆରି କାରଖାନା ଠାବ, ଜଣେ ଗିରଫ

Sunil Chandra Nayak

Leave a Comment

error: Content is protected !!