ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିନ୍ଦଲରେ ଅନୁଷ୍ଠିତ,ଦେବ ଭୂମି ପୂଜନ କାର୍ଯ୍ୟକ୍ରମ 

ଜିନ୍ଦଲରେ ଅନୁଷ୍ଠିତ,ଦେବ ଭୂମି ପୂଜନ କାର୍ଯ୍ୟକ୍ରମ 

ଯୋଡ଼ା – ଯୋଡ଼ା ବ୍ଳକ ଅଧୀନରେ ଥିବା ଦେଓଝର ପଞ୍ଚାୟତରେ ଅବସ୍ଥିତ ଜିନ୍ଦଲ ଷ୍ଟିଲ ଠାରେ ଦେବଭୁମୀ ନାମରେ ଜିନ୍ଦଲ କଲୋନୀ ପରିସରରେ ଦେବ ଦେବ ମହାଦେବଙ୍କ ମନ୍ଦିର ନିର୍ମାଣ ନିମନ୍ତେ ଭୂମୀ ପୂଜନ କାର୍ଯ୍ୟକ୍ରମ ଗତ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଥିବାର ଜାଣିବାକୁ ମିଳେ । ମନ୍ଦିର ନିର୍ମାଣ କାର୍ଯ୍ୟ ଜିନ୍ଦଲ କଲୋନୀରେ ସ୍ଥାନ ନିରୂପଣ ରହିଥିବା ବେଳେ ଉକ୍ତ ସ୍ଥାନରେ ଏକ ଭକ୍ତିମୟ ଭାବନାର ଜାଗରଣ ସୃଷ୍ଟି କରିବ ବୋଲି ସାଧାରଣରେ ଆଲୋଚନା ହେଉଥିବାର ଜାଣିବାକୁ ମିଳେ ।ଏହି ମହତ ଦେବ ଭୂମୀ ପୂଜନରେ ଅଧକ୍ଷ ନବୀନ ଜିନ୍ଦଲଙ୍କ ଧର୍ମପତ୍ନୀ ଶ୍ରୀମତୀ ସାଲୁ ଜିନ୍ଦଲ ପୂଜନର ସମୟ ନିର୍ଘଣ୍ଟ ଅନୁସାରେ ଭିଡିଓ କନଫେରେନ୍ସରେ ଭୂମୀ ପୂଜନରେ ଉପସ୍ଥିତି ରହି କର୍ଯ୍ୟାସମ୍ପନ୍ନ ହୋଇଥିଲା। ପୂଜନ କାର୍ଯ୍ୟକ୍ରମରେ କମ୍ପାନୀର ଅଧିକାରୀ,କର୍ମଚାରୀ,ଗ୍ରାମବାସୀ,ବହୁ ଲୋକଙ୍କ ଉପସ୍ଥିତି ରହିଥିବା ସହ ଆସନ୍ତା ମହା ଶିବ ରାତ୍ରି ସମୟର ଦେଉଳ ନିର୍ମାଣ କାର୍ଯ୍ୟ ସମାପନ ହୋଇବ ବୋଲି ସୂଚନା ମିଳେ ।

ଦେବୀ ଦାସ ସାହୁ ଙ୍କ ରିପୋର୍ଟ୍ 

Related posts

ନୂଆଗୁଡା ଗ୍ରାମ୍ୟ ଜଳଯୋଗାଣ କେନ୍ଦ୍ର ଗେଟ ଖରାପ ଥିବା ଯୋଗୁଁ ଗ୍ରାମବାସୀ ଚାରି ଦିନ ପରେ ପାଇଲେ ଶୁଦ୍ଧ ପାନୀୟ ଜଳ 

ଦୁଇ ବାଇକ ମୁହାଁ ମୁହିଁ ଧକ୍କା ଜଣେ ମୃତ ଜଣେ ଗୁରୁତର 

masiha

ଅହୋରାତ୍ର ଧାରଣାକୁ ଦୁଇବର୍ଷ ; ଗାଁରେ ପହଞ୍ଚିଲା ପ୍ରଶାସନ 

Leave a Comment

error: Content is protected !!