ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯାଦବ ବୁଦ୍ଧିଜୀବୀ ମଞ୍ଚ ଓଡିଶାର ନୂଆଖାଇ ଭେଟଘାଟ ତଥା ୨ୟ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ 

ଯାଦବ ବୁଦ୍ଧିଜୀବୀ ମଞ୍ଚ ଓଡିଶାର ନୂଆଖାଇ ଭେଟଘାଟ ତଥା ୨ୟ ପ୍ରତିଷ୍ଠା ଦିବସ ମହାସମାରୋହରେ ପାଳିତ 

ଭବାନୀପାଟଣା ସହର ଟାଉନ ହଲ ଠାରେ ଯାଦବ ବୁଦ୍ଧିଜୀବୀ ମଞ୍ଚ ଓଡିଶାର ନୂଆଖାଇ ଭେଟଘାଟ ତଥା ୨ୟ ପ୍ରତିଷ୍ଠା ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି l ଉକ୍ତ ସମାରୋହର ମୁଖ୍ୟ ଉଦ୍ଦେଶ୍ୟ ଥିଲା ସାମ୍ବିଧାନିକ ବ୍ୟବସ୍ଥା ଆନୁଯାୟୀ ଶିକ୍ଷା,ଶାସନ,ସମ୍ପତ୍ତି ତଥା ସାମାଜିକ ସ୍ୱାଭିମାନୀ, ସମ୍ମାନର ଅଧିକାରୀ ହେବା, ଜାତିଗତ ଜନ ଗଣନା,ସଂଖ୍ୟା ଅନୁସାରେ ସେହି ଜାତିକୁ ସେତିକି ନେତୃତ୍ୱ ପ୍ରଦାନ ତଥା ବୁଦ୍ଧିଜୀବୀମାନଙ୍କ ମଧ୍ୟରେ ନିଜର ସାମାଜିକ ଚେତନାକୁ ହୃଦୟଙ୍ଗମ କରି ସମାଜ ପାଇଁ ମାନସିକ,ଶାରୀରିକ ଓ ଆର୍ଥିକ ସାହାଯ୍ୟ ପ୍ରଦାନ ନିମନ୍ତେ ଏକ ସଚେତନ ଏବଂ ସଂଗଠିତ ସମାଜ ପ୍ରତିଷ୍ଠିତ କରିବା ll ଉକ୍ତ କାର୍ଯ୍ୟକ୍ରମ ର ଉଦଘାଟକ ରୂପେ ନାଟ୍ୟଭୂଷଣ ପ୍ରଦୀପ ଡ଼ି . ମାଝୀ, ମୁଖ୍ୟ ଅତିଥି ରୂପେ ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ରବି ଦାସ, ବିଶେଷ ଅତିଥି ରୁପେ ଶ୍ରୀଯୁକ୍ତ କୁମରବର ଦାସ, ଅବସରପ୍ରାପ୍ତ କୁଳପତି ଫକୀର ମୋହନ ବିଶ୍ୱବିଦ୍ୟାଳୟ, ସମ୍ମାନିତ ଅତିଥି ଭାବେ ଭବାନୀପାଟଣା ପୌରପାଳିକା ପୌରାଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ବେହେରା, ଯାଦବ ବୁଦ୍ଧିଜୀବୀ ମଞ୍ଚ ର ସଭାପତି ଅଧ୍ୟାପକ ଛବିଳ ବଗର୍ତ୍ତି ,କାର୍ଯ୍ୟକାରୀ ସଭାପତି ଦିବାକର ପୋଢ଼ , କବିରାଜ ଭୋଇ ,ପ୍ରାଧ୍ୟାପକ ଶ୍ରବଣ କୁମାର ଗୁପ୍ତ , ଆବାହକ ଶ୍ରୀଯୁକ୍ତ ଧବଳେଶ୍ୱର ବାଗ , ,ଶ୍ରୀଯୁକ୍ତ ଦୁର୍ଗୁ ନିଆଲ ,ଶ୍ରୀଯୁକ୍ତ ନଳିନୀ ରଞ୍ଜନ ରାଉତ ,କବିରାଜ ଭୋଇ ,ରାଜୀବ ସାଗରୀୟା , ରବୀନ୍ଦ୍ର ଲାଲ ଯାଦବ , ଯୁଗଳ ପୋଢ଼ , ଅଙ୍କୁର ଯାଦବ , ମଳୟ କୁମାର ଗଉଡ଼ ,ମଳୟ ଗୌଡ଼,ଉମାକାନ୍ତ ବାଗ,ସୁବାଷ ନାଗ, ଧନେଶ୍ୱର ନିଆଲ , କୀର୍ତି ଗଉଡ଼, ସୁରେଶ ଚନ୍ଦନ , ପବିତ୍ର ବାଗ , ରାଜେନ୍ଦ୍ର ବିଶି , ଗିରିଜା ଗହୀର, ସୁଶୀଲ ଗହୀର , ବିଶ୍ୱ ରଞ୍ଜନ ଢ଼ଙ୍ଗଡାମଝି , ବିପିନ ବାଗ , ଅର୍ଦ୍ଧେନ୍ଦୁ ଦାସ ଯାଦବ, ଦେବବ୍ୟାସ ନାଗ , ଦେବରାଜ ଗହୀର ଅଶୋକ ଗୌଡ଼ ବରିଷ୍ଠ ଯାଦବ ସଂଘଠକ ,ଟଙ୍କଧର ଦାସ ବରିଷ୍ଠ ଯାଦବ ସଂଘଠକ, ପ୍ରମୁଖ ଏହି କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ l

ମସିହା ନିୟୂଜ୍ ସର୍ଭିସ୍ 

Related posts

RAYAGADA DIVISION CELEBRATES 79TH INDEPENDENCE DAY  

Sunil Chandra Nayak

ଝରାଡିହି ଠାରେ ସମବାୟ ସମିତି ଲ୍ୟାମ୍ପସ ପକ୍ଷରୁ ସଚେତନତା ଶିବିର

Sunil Chandra Nayak

ମାନ୍ୟବର ଶିଳ୍ପ, ଦକ୍ଷତା ବିକାଶ ଓ ବୈଷୟକ ଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କ ରାୟଗଡା ଗସ୍ତ, ବିଭିନ୍ନ ଶୀଳ୍ପନୁଷ୍ଠାନ, ଉଦ୍ୟୋଗ ପରିଦର୍ଶନ 

masiha

Leave a Comment

error: Content is protected !!