ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଷଣ ମାହ ୨୦୨୩ ପୁରସ୍କାର ହାସଲ କଲା ଜିଲ୍ଲା ପ୍ରଶାସନ

ପୋଷଣ ମାହ ୨୦୨୩ ପୁରସ୍କାର ହାସଲ କଲା ଜିଲ୍ଲା ପ୍ରଶାସନ

 ଢେ଼ଙ୍କାନାଳ(ମ ସୀ ହା)୧୭/୧୧_ମହିଳା ଓ ଓଡ଼ିଶା ଶିଶୁ ବିକାଶ ବିଭାଗ ପକ୍ଷରୁ ଢେଙ୍କାନାଳ ଜିଲ୍ଲା ପ୍ରଶାସନ କୁ ତୃତୀୟ ପୁରସ୍କାର ଭାବେ ପୋଷଣ ମାହା ୨୦୨୩ର ସଫଳ ଆୟୋଜକ ଭାବେ ପୁରସ୍କୃତ କରା ଯାଇଛି l ସମାଜ ମଙ୍ଗଳ ଅଧିକାରୀ ଶ୍ରୀ ମତି ମିତା ଶର୍ମା ଏବଂ ପୋଷଣ କାର୍ଯ୍ୟକ୍ରମ ର ଜିଲ୍ଲା ସଂଯୋଜକ ଶ୍ରୀ ଅଭିମନ୍ୟୁ ପ୍ରଧାନ ଏହି ପୁରସ୍କାର ରାଜ୍ୟ ସରକାର ଙ୍କ ପକ୍ଷରୁ ମହିଳା ଓ ଶିଶୁ ବିକାଶ ବିଭାଗ ର ସଚିବ ଶୋଭା ଶର୍ମା ଙ୍କ ଠାରୁ ଗ୍ରହଣ କରିଛନ୍ତି l ପୁରସ୍କାର ପାଇବା ପରେ ଏହାର ଶ୍ରେୟ ଢେ଼ଙ୍କାନାଳ ଜିଲ୍ଲାର ସମସ୍ତ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ ମାନଙ୍କୁ ଜ୍ଞାପନ କରିଛନ୍ତି l ଏଇ ସଫଳତା ହାସଲ ପରେ ଜିଲ୍ଲାପାଳ ଉପଜିଲ୍ଲାପାଳ ଓ ବରିଷ୍ଠ ଅଧିକାରୀ ମାନେ ଅଭିମନ୍ୟୁ ପ୍ରଧାନ ଙ୍କୁ ଶୁଭେଛା ଜଣାଇଛନ୍ତି l ତତ୍ ସହ ଏଇ ସଫଳତା ପଛରେ ଶ୍ରୀଯୁକ୍ତ ଅଭିମନ୍ୟୁ ପ୍ରଧାନ ଓ ଜିଲ୍ଲା ପ୍ରକଳ୍ପ ସହାୟକ ଶ୍ରୀମତୀ ରାଉତ ଙ୍କ ମୂଖ୍ୟ ଭୂମିକା ରହିଛି l

ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଭିକ୍ଷା ପିଇଓଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜ୍ଞାପନ 

Sunil Chandra Nayak

ଡୁମେରମୁଣ୍ଡା ଗସ୍ତରେ କଳାହାଣ୍ଡି ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ

masiha

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ଆଇନ ସଚେତନତା ଶିବିର

masiha

Leave a Comment

error: Content is protected !!