ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କଳାହାଣ୍ଡି: ଗୋଲାମୁଣ୍ଡା ଥାନା ସମ୍ମୁଖରେ ପିକଅପ ବାଇକ ମୁହାଁମୁହିଁ ଧକ୍କା, ବାଇକ ଆରୋହୀ ମୃତ

କଳାହାଣ୍ଡି: ଗୋଲାମୁଣ୍ଡା ଥାନା ସମ୍ମୁଖରେ ପିକଅପ ବାଇକ ମୁହାଁମୁହିଁ ଧକ୍କା, ବାଇକ ଆରୋହୀ ମୃତ

ଗୋଲାମୁଣ୍ଡା ଥାନା ସମ୍ମୁଖରେ ଥିବା ବିଜୁ ଏକ୍ସପ୍ରେସ ରାସ୍ତାରେ ପିକଅପ ଓ ବାଇକ ମୁହାଁମୁହିଁ ଧକାରେ ବାଇକ ଆରୋହି ମୃତ୍ୟୁ ହୋଇଥିବା ଜଣାପଡିଛି । ବାଇକ ଆରୋହି ଜଣକ ହେଲେ ଗ୍ରୀଣ୍ଡୋଲ ଗ୍ରାମ ବେଲପଡାର ବୈକୁଣ୍ଠ ମାଝୀ (୪୨)।ସେ କୋଣସି କାମରେ ତୁମରା କୁ ଯାଇଥିଲେ ସେଠାରୁ ଓଡ଼ି ୦୮ ପି ୪୯୮୧ ନାମକ ବାଇକ ଯୋଗେ ଫେରୁଥିବା ସମୟରେ ଧର୍ମଗଡ଼ ପଟୁ ଆସୁଥିବା ପିକଅପ ଓଡି ୦୮ ବି ୭୬୦୯ ନାମକ ଗାଡି ସହ ମୁହାଁ ମୁହିଁ ଧକ୍କା ହୋଇଥିଲା।ପିକପ୍ ଗାଡି ଫେରାର ମାରୁଥିଲା ବେଳେ ହାତିବନ୍ଧା ଢାବା ନିକଟରେ ଗୋଲାମୁଣ୍ଡା ପୋଲିସ ଗାଡିଟିକୁ ଜବତ କରିଛି । ଘଟଣା ସ୍ଥଳରେ ସ୍ଥାନୀୟ ଲୋକ ପହଞ୍ଚି ଗୁରୁତର ବିକ୍ତି ଙ୍କୁ ଉଦ୍ଧାର କରି ଗୋଲାମୁଣ୍ଡା ହସ୍ପିଟାଲକୁ ନେଇଥିଲେ । ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ପିକ-ଅପ ଭ୍ୟାନ ଓ ମୋଟରସାଇକେଲ ଦୁର୍ଘଟଣା,୧ ମୃତ ୧ ଗୁରୁତ୍ତର 

Sunil Chandra Nayak

ଘରୁ ତାଲା ଭାଙ୍ଗି ଚୋରି

masiha

ଗ୍ରାହକ ସେବାକେନ୍ଦ୍ରରୁ ବନ୍ଧୁକ ମୁନରେ ୫୦ ହଜାର ଟଙ୍କା ଲୁଟ୍ 2- ଟ୍ରକର ପଛକୁ ଧକ୍କା ଦେଲା ଡ଼ମ୍ଫର , ଚାଳକ ଗୁରୁତର

masiha

Leave a Comment

error: Content is protected !!