ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା ତାରାତାରିଣୀ ଟେମ୍ପଲ ଟ୍ରଷ୍ଟ ର ପରିଚାଳନା କମିଟି ଗଠନ

ମା ତାରାତାରିଣୀ ଟେମ୍ପଲ ଟ୍ରଷ୍ଟ ର ପରିଚାଳନା କମିଟି ଗଠନ

ରାଉରକେଲା/ ସେକ୍ଟର ୬ ଦୁର୍ଗାପୁର ପାହାଡ଼ ରେ ଥିବା ମା ତାରାତାରିଣୀ ଟେମ୍ପଲ ଟ୍ରଷ୍ଟର କର୍ମକର୍ତ୍ତାଙ୍କ ଚୟନ କରାଯାଇଛି। ମନ୍ଦିର ର ରୀତିନୀତି ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମକୁ ସୁରୁଖୁରୁରେ ପରିଚାଳନା କରିବା ପାଇଁ ସର୍ବସମ୍ମତିକ୍ରମେ ଅବସ୍ଥାପକ ଭାବେ ନାରାୟଣ ଚନ୍ଦ୍ର ମହନ୍ତ, ସଭାପତି ରୂପେ ବିଶ୍ବଜିତ ଜେନା, ସାଧାରଣ ସମ୍ପାଦକ ରୂପେ ମନୋରଞ୍ଜନ ତ୍ରିପାଠୀ, କୋଷାଧ୍ୟକ୍ଷ ଭାବେ ସୁବାସ ଚନ୍ଦ୍ର ପାଢ଼ୀ ଓ ଟ୍ରଷ୍ଟି ଭାବେ ସର୍ବଶ୍ରୀ ଶ୍ରବଣ କୁମାର ଦଳାଇ, ସଞ୍ଜୁକ୍ତା ରାଜଗୁରୁ ମହାପାତ୍ର, ମୀନକେତନ ନନ୍ଦ, ଭାସ୍କର ନନ୍ଦ, ସୁଶାନ୍ତ କୁମାର ଦଳାଇ ପ୍ରମୁଖ ଦାୟିତ୍ଵ ନିର୍ବାହ କରିବେ ବୋଲି ଜଣାପଡିଛି।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବାଣପୁର ଗୋଦାବରୀଶ ମହାବିଦ୍ୟାଳୟର ହୀରକ ଜୟନ୍ତୀ ପାଳନ ନିମନ୍ତେ ପୁରାତନ ଛାତ୍ର ସ°ଘର ସାଧାରଣ ପରିଷଦ ବୈଠକ

Sunil Chandra Nayak

ଗୋପାଳପୁର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କ୍ୟାରିଆର କାଉନସେଲି

masiha

ସରlଗୁଡ଼ା ଗ୍ରାମରେ ମା ପେଣ୍ଡ୍ରାଣୀ ଠାକୁରାଣୀ ଯାତ୍ରା ସମ୍ପନ୍ନ 

masiha

Leave a Comment

error: Content is protected !!