ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋମନା ବ୍ଲକ ସରପଞ୍ଚ ସଂଘ ଗଠିତ -ମୢତ୍ୟୁଞୟ ହେଲେ ସଭାପତି

ନୂଆପଡା ଜିଲ୍ଲା ବରନ୍ଦାପାଟ କେନ୍ଦ୍ରୀୟ ନର୍ସରୀଠାରେ କୋମନା ବ୍ଲକ ସ୍ତରୀୟ ସରପଞ୍ଚ ସଂଘ ଗଠିତ ହୋଇ ଯାଇଛି । ଏଥିରେ କୋମନା ବ୍ଲକର ୩୨ଟି ପଞ୍ଚାୟତର ସରପଞ୍ଚମାନେ ଯୋଗଦାନ କରି ଥିଲେ । କୋମନା ସରପଞ୍ଚ ମୢତ୍ୟୁଞୟ ପାଣିଗ୍ରାହୀ ସଭାପତି,ରାୟଧର ବଘେଲ ଉପ ସଭାପତି, ଯୋଗେନ୍ଦ୍ର ବାଗ ସଂପାଦକ, ପ୍ରହଲ୍ଲାଦ ଶବର ଯୁଗ୍ମ ସଂପାଦକ ଓ ଜିତେନ୍ଦ୍ର ଠାକୁର କୋଷାଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି । ଜିଲ୍ଲା ସ୍ତରୀୟ କମିଟିକୁ ବିମଳ ଯୋଶୀ, କାଳିଆ ପ୍ରଧାନ ଓ ଶ୍ୟାମ ସୁନ୍ଦର ପୢଷ୍ଟିଙ୍କୁ ମନୋନୀତ କରା ଯାଇଛି ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବାଲେଶ୍ଵର – ଶିବ ସେନା ର ଷ୍ଟେଟ ମିଡିଆ ସେଲ ଭାଇସ୍ ପ୍ରେସିଡେଣ୍ଟ୍ ହେଲେ ନରେନ୍ଦ୍ର ପ୍ରସାଦ ବେହେରା

ଜିଲ୍ଲାପାଳ ଙ୍କ କଲମପୁର ବ୍ଳକ ଗସ୍ତ – ୪ଟି ବିଦ୍ୟାଳୟ ପରିଦର୍ଶନ କଲେ

Sunil Chandra Nayak

ଧର୍ମଗଡ ନଗର ଯାଦବ ମହାସଭା ର କର୍ମ କର୍ତ୍ତା ଚୟନ

Sunil Chandra Nayak

Leave a Comment

error: Content is protected !!