ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

8 ତମ ମା’ ଲଣ୍ଡାବୀର ଆୟୋଜିତ କ୍ରିକେଟ ଟୁର୍ଣ୍ଣlମେଣ୍ଟ ଉଦଯାପନୀ ହୋଇଯାଇଛି 

8 ତମ ମା’ ଲଣ୍ଡାବୀର ଆୟୋଜିତ କ୍ରିକେଟ ଟୁର୍ଣ୍ଣlମେଣ୍ଟ ଉଦଯାପନୀ ହୋଇଯାଇଛି 

କାମାକ୍ଷାନଗର (ମନିସ )10/2/24 ପରଜଙ୍ଗ ବ୍ଲକ ବସୋଈ ସ୍ଥିତ ରତ୍ନପୁର ଗ୍ରାମରେ ମା ଲଣ୍ଡାବୀର ସଂଘ ପକ୍ଷରୁ 8 ତମ ଆୟୋଜିତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପନୀ ହୋଇଯାଇଛି l ଏହି ଫାଇନାଲ ମ୍ୟାଚ କୁମୁସୀ ଓ ବଲ୍ହର ମଧ୍ୟରେ ଅନୁଷ୍ଠିତ ହୋଇଥିଲା l ପ୍ରଥମେ ଟଚ ଜିତି କୁମୁସୀ ବ୍ୟାଟି କରିବାର ନିଷ୍ପତି ନେଇଥିଲା, କୁମୁସୀ 6 ଟା ଓ୍ଵିକେଟ ହରାଇ 12 ଓଭର ରେ 145 ରନ ସଂଗ୍ରହ କରିଥିଲା l ଜବାବ ରେ ବଲ୍ହର 8 ଓ୍ଵିକେଟ ହରାଇ 12 ଓଭର ରେ 117 ରନ କରି କୁମୁସୀ ଠାରୁ ପରାଜୟ ହୋଇଥିଲା l ଆଜିର ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଭାବେ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ର ବିଜୁ ଜନତା ଦଳର ଯୁବ ନେତା ଅସିତ ରାୟ ଚୌଧୁରୀ (ଚିଣ୍ଟୁ ଭାଇ )2 ନମ୍ବର ଯୋନ ର ଜିଲ୍ଲା ପରିଷଦ ନିରାକାର ପ୍ରଧାନ, (ରାଜ୍ୟ ଖାଦ୍ୟ ଆୟୋଗ ସଦସ୍ୟ )ଅକ୍ଷୟ ବେହେରା ସନ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ l ମା ଲଣ୍ଡାବୀର କ୍ଲବ ମାନଙ୍କ କର୍ମ କର୍ତ୍ତା ବା ଉଦ୍ୟମ ରେ ଏବଂ ଉତ୍ସାହ ବ୍ୟକ୍ତି ମାନଙ୍କ ସହଯୋଗ ରେ ପ୍ରତିବର୍ଷ ଏହି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥାଏ l ଏଥି ସହିତ ଦର୍ଶକ ମାନଙ୍କ ମନୋରଞ୍ଜନ ପାଇଁ କେଉଁଝର ଜିଲ୍ଲା ର ସୁରଜ ପାତ୍ର ଡ୍ୟାନ୍ସ ମାଧ୍ୟମରେ ଉଂପିୟାର କରି ଦର୍ଶକ ମାନଙ୍କ ମନ ମୁହି ଥିଲେ l ଗ୍ରାମାଞ୍ଚଳ ର ଖେଳ ଦେଖିବା ପାଇଁ ହଜାର ହଜାର ଲୋକଙ୍କ ଭିଡ ମଧ୍ୟ ଦେଖିବାକୁ ମିଳିଥିଲା lପରି ଶେଷରେ ଅତିଥି ମାନେ ଚମ୍ପିଆନ ମାନଙ୍କୁ ଟ୍ରଫି ପ୍ରଦାନ କରିଥିଲେ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ମାଁ ହଣ୍ଡା ଖଡିଆ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦଯାପିତ, ରାବଣାଗୁଡା ଦଳ ଚମ୍ପିୟାନ 

masiha

ହକି ପୁରୁଷ ବିଶ୍ବକପ୍ ଅବସରରେ ତୁଲାପଡା ଠାରେ ଜିଲ୍ଲା ସ୍ତରୀୟ ଖେଳକୁଦ ପ୍ରତିଯୋଗିତା ଉଦଘାଟିତ 

Sunil Chandra Nayak

ଆନ୍ତଃ ଉଚ୍ଚ ମାଧ୍ୟମିକ ମହିଳା କବାଡି ପ୍ରତିଯୋଗିତା ସୋମପାଟଣା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଚମ୍ପିୟାନ

Sunil Chandra Nayak

Leave a Comment

error: Content is protected !!