ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାପ କାମୁଡ଼ାରେ ନା ବାଳକ ମୃତ୍ୟୁ 

ସାପ କାମୁଡ଼ାରେ ନା ବାଳକ ମୃତ୍ୟୁ 

ଚିଲିଗୁଡ଼ା //  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ହାବସପୁର ଗ୍ରାମ ପଞ୍ଚାୟତର କରଚଳା ଗ୍ରାମର ହେମନ୍ତ ଗହୀରଙ୍କ ପୁଅ ଦେବେନ୍ଦ୍ର ଗହୀର ୬ ନିଜ ଅଜାଙ୍କ ଘରେ ଖେଳୁଥିବା ସମୟରେ ଏକ ବିଷଧର ସାପ ଶୁକ୍ରବାର ଦିନ ଦେବେନ୍ଦ୍ରକୁ କାମୁଡି ଦେଇଥିଲା ।ସାପ କାମୁଡି ଥିବା ଜାଣି ପରିବାର ଲୋକେ ଜୁନାଗଡ଼ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ ।କିନ୍ତୁ ଡାକ୍ତର ଖାନାରେ ହି ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ ।ଖବର ପାଇ ଚିଲିଗୁଡ଼ା ଫାଣ୍ଡି ଅଧିକାରୀ ସୁବୋଧ ଫୁଲ ପହଞ୍ଚି ଶବ ବ୍ୟବଛେଦ କରାଇ ପରିବାର ବର୍ଗକୁ ହସ୍ତାନ୍ତର କରିଥିଲେ । ଦେବେନ୍ଦ୍ର ଗହୀର ଙ୍କ ମୃତ୍ୟୁ ଖବର ପ୍ରଚାର ହେଲା ମାତ୍ରେ ଗାଁ ରେ ଶୋକ।କୁଳ ପରିବେଶର ବ।ତା ବରଣ ଦେଖିବାକୁ ମିଳିଥିଲା ।ପୋଲିସ ପକ୍ଷରୁ ଏକ ଅପ ମୃତ୍ୟୁ ମାମଲା ରୁଜୁକରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ୍ 

Related posts

ବ୍ଲକ ସ୍ତରୀୟ ଚକ୍ଷୁ ପରୀକ୍ଷଣ ପ୍ରଶିକ୍ଷଣ କାର୍ମଶାଳା ଅନୁଷ୍ଠିତ

masiha

ମୋଟରସାଇକେଲ ମୁହାଁମୁହିଁ ଧକ୍କା ୨ ମୃତ,୧ ଗୁରୁତ୍ତର 

Sunil Chandra Nayak

ଏସଡିପିଓଙ୍କୁ ବିଦାୟୀକାଳୀନ ସମ୍ବର୍ଦ୍ଧନା

masiha

Leave a Comment

error: Content is protected !!