ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାପ କାମୁଡ଼ାରେ ନା ବାଳକ ମୃତ୍ୟୁ 

ସାପ କାମୁଡ଼ାରେ ନା ବାଳକ ମୃତ୍ୟୁ 

ଚିଲିଗୁଡ଼ା //  ଜୁନାଗଡ଼ ବ୍ଲକ ଅନ୍ତର୍ଗତ ହାବସପୁର ଗ୍ରାମ ପଞ୍ଚାୟତର କରଚଳା ଗ୍ରାମର ହେମନ୍ତ ଗହୀରଙ୍କ ପୁଅ ଦେବେନ୍ଦ୍ର ଗହୀର ୬ ନିଜ ଅଜାଙ୍କ ଘରେ ଖେଳୁଥିବା ସମୟରେ ଏକ ବିଷଧର ସାପ ଶୁକ୍ରବାର ଦିନ ଦେବେନ୍ଦ୍ରକୁ କାମୁଡି ଦେଇଥିଲା ।ସାପ କାମୁଡି ଥିବା ଜାଣି ପରିବାର ଲୋକେ ଜୁନାଗଡ଼ ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ପାଇଁ ନେଇଥିଲେ ।କିନ୍ତୁ ଡାକ୍ତର ଖାନାରେ ହି ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ ।ଖବର ପାଇ ଚିଲିଗୁଡ଼ା ଫାଣ୍ଡି ଅଧିକାରୀ ସୁବୋଧ ଫୁଲ ପହଞ୍ଚି ଶବ ବ୍ୟବଛେଦ କରାଇ ପରିବାର ବର୍ଗକୁ ହସ୍ତାନ୍ତର କରିଥିଲେ । ଦେବେନ୍ଦ୍ର ଗହୀର ଙ୍କ ମୃତ୍ୟୁ ଖବର ପ୍ରଚାର ହେଲା ମାତ୍ରେ ଗାଁ ରେ ଶୋକ।କୁଳ ପରିବେଶର ବ।ତା ବରଣ ଦେଖିବାକୁ ମିଳିଥିଲା ।ପୋଲିସ ପକ୍ଷରୁ ଏକ ଅପ ମୃତ୍ୟୁ ମାମଲା ରୁଜୁକରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ସୁନ୍ଦର ମୋହନ ଛତ୍ରିଆ ଙ୍କ ରିପୋର୍ଟ୍ 

Related posts

ନିଜକୁ ଚାକିରି ଖୋଜୁଥିବା ବ୍ୟକ୍ତି ଭାବରେ ଭାବନ୍ତୁ ନାହିଁ ବରଂ ଚାକିରି ସୃଷ୍ଟିକାରୀ, ନବସୃଜନକାରୀ ଏବଂ ଉଦ୍ଯୋଗୀ ଭାବରେ ଭାବନ୍ତୁ : ଓଡିଶା ରାଜ୍ୟପାଳ

Sunil Chandra Nayak

ଯୋଡ଼ା ମୁନିସିପାଲିଟିର ଶୌଚାଳୟ ସ୍ବଚ୍ଛତା ଉପରେ ଅଙ୍ଗୁଳି ନିର୍ଦ୍ଦେଶ କରୁଛି

masiha

ଧର୍ମଗଡ ଜିଲ୍ଲା ଘୋଷଣା ଦାବିରେ ଗୋଲାମୁଣ୍ଡା ରେ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟିର ଜିଲ୍ଲା ସମ୍ବନ୍ଧୀୟ ପଥପ୍ରାନ୍ତ ସଚେତନତା ସଭା

masiha

Leave a Comment

error: Content is protected !!