ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକାଶ ସ୍ବାଇଁଙ୍କୁ କଟକ ବସ କର୍ମଚାରୀ ସଂଘ ତରଫରୁ ଶ୍ରଦ୍ଧାଞ୍ଜଳି 

ପ୍ରକାଶ ସ୍ବାଇଁଙ୍କୁ କଟକ ବସ କର୍ମଚାରୀ ସଂଘ ତରଫରୁ ଶ୍ରଦ୍ଧାଞ୍ଜଳି 

କଟକ : କଟକ ସଦର ଅନ୍ତର୍ଗତ ଖର୍ଲଦା ଗ୍ରାମ ନିବାସୀ ତଥା ବସ୍ କଣ୍ଡକ୍ଟର ପ୍ରକାଶ ସ୍ବାଇଁଙ୍କୁ ତାଙ୍କର ଏକାଦଶାହରେ କଟକ ମୋଟର କର୍ମଚାରୀ ସଂଘ ପକ୍ଷରୁ ଶ୍ରଦ୍ଧାଞ୍ଜଳି ସଭା ଅୟୋଜନ କରାଯିବା ସହ ତାଙ୍କ ଧର୍ମ ପତ୍ନୀ ଙ୍କୁ ସଂଘ ର ସଭ୍ୟ ମନକ ତରଫରୁ (ବତିଶି ହଜାର ଦୁଇ ଶହ ଟଙ୍କା) ଓ ସଂଘ ର କର୍ମ କର୍ତ୍ତା ମାନେ( ଦଶ ହାଜର ଏକ ଟଙ୍କା) ସହାୟତା ପ୍ରଦାନ କରାଯାଇଛି । ଏହି କାର୍ଯ୍ଯକର୍ମରେ ସଂଘ ସାଧାରଣ ସମ୍ପାଦକ ଶିଶିର କୁମାର ଲେଙ୍କା, ସହ ସମ୍ପାଦକ ହିରାଲଲ ପଣ୍ଡା,ଗଗନ ପରିଡ଼ା,ଚକ୍ରବର୍ତ୍ତୀ ଓତା,କୋଷଧକ୍ଷ ବିଭୁତି ଭୁଷଣ ରାଉତ ଓ ସୋମନାଥ ସାହୁ,ଶ୍ରୀକାନ୍ତ ଛୋଟେଇ ଅଚୂତ ଖୁଣ୍ଟିଆ ପ୍ରମୁଖ ସଂଘ କାର୍ଯ୍ୟକର୍ତ୍ତା ଉପସ୍ଥିତଥିଲେ । ଗ୍ରାମର ସମସ୍ତ ବୁଦ୍ଧିଜୀବି ଏବଂ ଉତ୍କଳ ବିକାଶ ପରିଷଦର ସଭାପତି ପ୍ରକାଶ ଚନ୍ଦ୍ର ସେଠୀ ପ୍ରମୁଖ ସଂଘର ସମସ୍ତ ସଦସ୍ୟଙ୍କ ଏତା ଦୃଶ ମହତ୍ କାର୍ଯ୍ୟକୁ ସାଧୁବାଦ ଜଣାଇଥିଲେ ।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ବିଦ୍ୟାଳୟରେ ବିଜୁଳିର ନିମ୍ନ ମନର କାମ ଯୋଗୁଁ ସର୍ଟ ସର୍କିଟରେ ଜଳିଲା 

masiha

ରବି ଋତୁ ଚାଷ ପାଇଁ ଜଳ ଯୋଗାଣ ଦାବୀ ଘଟଣା….. ପ୍ରଶାସନ ଓ ଚାଷୀ ଙ୍କ ବୈଠକ ରୁ ବହାରି ପାରିଲାନି ନିଷ୍କର୍ଷ , ପୁଣି ହେବ ଏକ ବୈଠକ 

masiha

ବିଷାକ୍ତ ସାପ କାମୁଡା ରେ ଜଣେ ମହିଳା ଙ୍କ ମୃତ୍ୟୁ 

masiha

Leave a Comment

error: Content is protected !!