ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରିମଦଭଗବତ କଥା ଞାନଯଞ ପାଇ କଳସ ଯାତ୍ରା

ଶ୍ରିମଦଭଗବତ କଥା ଞାନଯଞ ପାଇ କଳସ ଯାତ୍ରା

 ନର୍ଲା , ମସିହା (ଦିପକ ଠାକୁର) କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଳକ ରୁପ୍ରାରୋଡ ରେ ହେବାକୁ ଯାଉଥିବା ଶ୍ରିମଦଭଗବତ କଥା ଞାନଯଞ ଯାହା କି ଆଜି ଠୁ ଆରମ୍ଭ ହୋଇ 08 ମାର୍ଚ୍ଚ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ଞାନଯଞ ପାଇ ସ୍ଥାନୀୟ ଓ ଆଖପାଖ ଅଞ୍ଚଳର ଶତାଧିକ ମହିଳା ଭକ୍ତମାନେ ରୁପ୍ରାରୋଡ ନିକଟସ୍ଥ ବଲବସପୁର ପୋଖରୀରୁ ପାଣି ଆଣି କଳସ ଯାତ୍ରା ମହା ସମାରୋହରେ ସମ୍ପନ୍ନ କରିଛନ୍ତି । ଏହି ଭଗବତ କଥା ଞାନଯଞଟି ଉତରାଖଣ୍ଡର ପରମ ପୂଜ୍ୟ ଜଗତଗୁରୁ ରାମାନୁଜାଚାଯ୍ୟ ସ୍ୱାମୀ କ୍ରୁଷ୍ନାଚାଯ୍ୟ ଜୀ ମହାରାଜା ଙ୍କ ତତ୍ତ୍ଵାବଧାନ ରେ ଅନୁଷ୍ଠିତ ହୋଉଥିବା ବେଳେ ପରମପୂଜ୍ୟ ସ୍ୱାମୀ ଗୋପାଲାଚାଯ୍ୟ ଜୀ ମହାରାଜ କଥା ପାଠ କରିବେ । କରତା ରୂପେ ଦେବେନ୍ଦ୍ର ଖେତାନ ଓ ତାଙ୍କ ଧର୍ମ ପତ୍ନୀ ଲକ୍ଷ୍ମୀ ଖେତାନ କାଯ୍ୟ ତୁଲାଇଥିଲେ ।ପୂଜକ ବଲ୍ଲଭ ଜୀ ମହାରାଜ ପୂଜା କାର୍ଯ୍ୟ ତୁଲାଇଥିଲେ ।ଏହି ଶ୍ରିମଦଭଗବତ ଞାନଯଞଟି ଖେତାନ ପରିବାର ଦ୍ୱାରା ଆୟୋଜନ କରାଯାଇଥିଲା ।ପାଖ ଆଖ ଅଞ୍ଚଳର ଶ୍ରଧାଳୁ ଓ ଜନସାଧାରଣ ସହଯୋଗ କରିଥିଲେ ।

Related posts

ଆନ୍ତର୍ଜାତିକ ମହିଳା ଦିବସ ପକ୍ଷ ପାଳନ ଅବସରରେ “ଚିଲିକା ତାଲୁକ ଆଇନ୍ ସେବା କମିଟି” ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ପିକଅପ୍ ଭ୍ୟାନ ଓଲଟି ୧୮ ଗୁରୁତର, ୮ ଆହତ , ଗୁରୁତରଙ୍କୁ ଭବାନୀପାଟଣା ଓ ରାୟଗଡ଼ା ସ୍ଥାନାନ୍ତର 

Sunil Chandra Nayak

ବାଦାମ ପାହାଡ଼ରେ ପରିମଳ ବ୍ୟବସ୍ଥା ବିପର୍ଯ୍ଯସ୍ତ

masiha

Leave a Comment

error: Content is protected !!