ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇନ୍ଦିରାଛକ ବାଇକ ଓ ବାଇକ ମୁହାଁମୁହିଁ ଧକ୍କା : ଜଣେ ଯୁବକ ଆହତ

ଇନ୍ଦିରାଛକ ବାଇକ ଓ ବାଇକ ମୁହାଁମୁହିଁ ଧକ୍କା : ଜଣେ ଯୁବକ ଆହତ

ବସ୍ତା,11/02 :ସୋମବାର ସନ୍ଧ୍ୟା ସମୟରେ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା 60 ନମ୍ବର ଜାତୀୟ ରାଜପଥର ଇନ୍ଦିରାଛକରେ ବାଇକ ଓ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଯୁବକ ଆହତ ହୋଇଥିବା ଦେଖିବାକୁ ମିଳିଛି l ସୂଚନା ଅନୁଯାୟୀ ପଶ୍ଚିମବଙ୍ଗର ରମାୟା ସିଂ ନିଜର ବାଇକ ଯୋଗେ ଯାଉଥିବା ବେଳେ ଇନ୍ଦିରାଛକରେ ସାମ୍ନାରେ ଆସୁଥିବା ବାଇକ ଉକ୍ତ ବାଇକକୁ ଧକ୍କାଦେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା l ଫଳରେ ଉକ୍ତ ଯୁବକ ଜଣଙ୍କ ରାସ୍ତା ପାର୍ଶ୍ୱରେ ପଡି ଛଟପଟ ହେଉଥିଲେ l ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବସ୍ତା ଡାକ୍ତରଖାନାକୁ ପଠାଇଥିଲେ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଆଶା କର୍ମୀ ସଂଘ ପକ୍ଷରୁ ୧୪ ଦଫା ଦାବି ପତ୍ର ପ୍ରଦାନ

Sunil Chandra Nayak

ସରଧାପୁର ପଞ୍ଚାୟତରେ ଜନ ଶୁଣାଣି କାର୍ଯକ୍ରମ

Sunil Chandra Nayak

ପାଣ୍ଡରା ମାଲି ସମାଜ  ପାଳନ କଲା  ମହାତ୍ମା ଜ୍ୟୋତିଭା ଫୁଲେ ଜୟନ୍ତୀ

Sunil Chandra Nayak

Leave a Comment

error: Content is protected !!