ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇନ୍ଦିରାଛକ ବାଇକ ଓ ବାଇକ ମୁହାଁମୁହିଁ ଧକ୍କା : ଜଣେ ଯୁବକ ଆହତ

ଇନ୍ଦିରାଛକ ବାଇକ ଓ ବାଇକ ମୁହାଁମୁହିଁ ଧକ୍କା : ଜଣେ ଯୁବକ ଆହତ

ବସ୍ତା,11/02 :ସୋମବାର ସନ୍ଧ୍ୟା ସମୟରେ ବାଲେଶ୍ୱର ଜିଲ୍ଲା ବସ୍ତା ଥାନା 60 ନମ୍ବର ଜାତୀୟ ରାଜପଥର ଇନ୍ଦିରାଛକରେ ବାଇକ ଓ ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ଯୁବକ ଆହତ ହୋଇଥିବା ଦେଖିବାକୁ ମିଳିଛି l ସୂଚନା ଅନୁଯାୟୀ ପଶ୍ଚିମବଙ୍ଗର ରମାୟା ସିଂ ନିଜର ବାଇକ ଯୋଗେ ଯାଉଥିବା ବେଳେ ଇନ୍ଦିରାଛକରେ ସାମ୍ନାରେ ଆସୁଥିବା ବାଇକ ଉକ୍ତ ବାଇକକୁ ଧକ୍କାଦେଇ ଘଟଣା ସ୍ଥଳରୁ ଚମ୍ପଟ ମାରିଥିଲା l ଫଳରେ ଉକ୍ତ ଯୁବକ ଜଣଙ୍କ ରାସ୍ତା ପାର୍ଶ୍ୱରେ ପଡି ଛଟପଟ ହେଉଥିଲେ l ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ବସ୍ତା ଡାକ୍ତରଖାନାକୁ ପଠାଇଥିଲେ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ହୋ ହାଲ୍ଲାରେ ସରିଲା ବାଲିକୁଟି ପଞ୍ଚାୟତର ସାମାଜିକ ସମୀକ୍ଷା ଗ୍ରାମସଭା

Sunil Chandra Nayak

ସ୍କାଉଟ୍ ଏବଂ ଗାଇଡ୍ ର ଜଳସେବା ଶିବିର

ଦାନ କର୍ମ ଜ୍ଞାନ ସାହିତ୍ୟ କର୍ମଶାଳା

masiha

Leave a Comment

error: Content is protected !!