ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟ୍ରକର ପଛକୁ ଧକ୍କା ଦେଲା ହାଇୱା :ଅଳ୍ପକେ ବର୍ତ୍ତିଲେ ଚାଳକ

ଟ୍ରକର ପଛକୁ ଧକ୍କା ଦେଲା ହାଇୱା :ଅଳ୍ପକେ ବର୍ତ୍ତିଲେ ଚାଳକ

ବସ୍ତା,12/03 : ବାଲେଶ୍ୱର ଜିଲ୍ଲା ବସ୍ତା ଥାନା 60 ନମ୍ବର ଜାତୀୟ ରାଜପଥ ର ମଙ୍ଗଳବାର ଅପରାହ୍ନ ସମୟରେ ନାଇକୁଡି ଛକ ନିକଟରେ ଟ୍ରକର ପଛକୁ ଧକ୍କା ଦେଲା ହାଇୱା ଅଳ୍ପକେ ବର୍ତ୍ତି ଯାଇଛନ୍ତି ଚାଳକ l ସୂଚନା ଅନୁଯାୟୀ ଉକ୍ତ ହାଇୱା ବାଲେଶ୍ୱର ରୁ ବାହାରି ଜଳେଶ୍ୱର ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା l ଫଳରେ ପୋଲିସ ପହଂଚି ଅଧିକ ତଦନ୍ତ ଜାରିରଖିଛି l

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ଆନ୍ଧ୍ର ପ୍ରଦେଶ ପଥର ଖଦାନ ବିସ୍ଫୋରଣ ରେ ମୃତ ଦୁଇ ଶ୍ରମିକଙ୍କ ଶବ ଗାଁରେ ପହଞ୍ଚିଲା ,ଦୁଇ ମନ୍ତ୍ରୀ ଗାଁରେ ପହଞ୍ଚି ସମବେଦନା ଜଣାଇଲେ

Sunil Chandra Nayak

ଏସଏଚଜି ଗ୍ରୁପକୁ ୨୦ଲକ୍ଷ ଋଣ ପ୍ରଦାନ

ଝରୀଗାଁ ଡ୍ରାଇଭର ସଂଘ ପକ୍ଷରୁ ଡ୍ରାଇଭର ଦିବସ ପାଳିତ 

masiha

Leave a Comment

error: Content is protected !!