ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମା ମଙ୍ଗଳା ମନ୍ଦିର ପ୍ରତିଷ୍ଟା 

ମା ମଙ୍ଗଳା ମନ୍ଦିର ପ୍ରତିଷ୍ଟା 

ବନ୍ଧୁଗାଁ ତା,୧୩/୩/୨୪, ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ କରାମଡା ଗ୍ରାମ ଛକ ଠାରେ ଆଜି ମା ମଙ୍ଗଳାଙ୍କ ନୂତନ ମନ୍ଦିର ଉଦଘାଟନର ଶୁଭଆରମ୍ଭ ପ୍ରତିଷ୍ଟା ହୋଇଛି I ଏହି ମନ୍ଦିରର ନିର୍ମାଣ କରିବା ଅର୍ଥ ବ୍ୟୟ କରି ମା ମଙ୍ଗଳାଙ୍କ ନାମରେ ନୂତନ ମନ୍ଦିର ନିର୍ମାଣ ପାଇଁ ଏନୁଗୁଲା ରଞ୍ଜିତ ମୁଖ୍ୟ ପ୍ରବକ୍ତା ଭାବରେ ନିଭାଇ ଥିବାର ଜାଣିବାକୁ ମିଳିଛି I ଆଜି ସକାଳ ୭ ଟାରେ କୋଳସ ପୂଜା ସହ ହୋମ ପୂଜା କରି ସମସ୍ତ ପ୍ରକାର ନିତି ନିୟମ ଅନୁଯାଇ ପୂଜା କୋରାଯାଇଥିଲା I ଏହିପୂଜାର ବ୍ରାହ୍ମଣ ହେଲେ ଯୋଗଦୀଶ ପଣ୍ଡା ଓ ଆପାରାଓ ମେଲେକା ଦୁହେଁ ମା ମଙ୍ଗଳା ଦେବିଙ୍କ ଵିଧିଵଧ ନିୟମାନୁଯାଇ ପୂଜା ସମ୍ଫୁର୍ଣ୍ଣ କରି ମା ମଙ୍ଗଳାଙ୍କ ଫୋଟ ଚିତ୍ରକୁ ନୂଆ ପୁଷ୍ପ ମାଲ୍ୟ ଓ ସିନ୍ଦୁର ଦେଇ ପୂଜା କରିବା ପାଇଁ ଏହି ମନ୍ଦିରର ସର୍ବ କାଳୀନ ପୂଜାରି କାନ୍ତାମଣି ଶୁଣ୍ଡି ଓ ହରି ଶୁଣ୍ଡି ନିତି ମାଙ୍କ ମନ୍ଦିରେ ମାଙ୍କ ସେବା ସହ ପୂଜାରି ଭାବରେ ପୂଜା କରିବେ I ଆଜିର ଏହି କାର୍ଯ୍ୟକ୍ରମରେ ଶ୍ରୀନୁ ପଟ୍ଟନାୟକ, ଦିପୁନା ସାହୁ,ସାହାଯ୍ୟ କରିଥିଲେ ଓ ଅନ୍ୟାନ୍ୟ ମାନ୍ୟଗଣ ବ୍ୟକ୍ତି ମାନେ ରହି ପୂଜାକୁ ସାଫଲ୍ୟ ମଣ୍ଡିତ କରିଥିଲେ I

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର:ରାଜ୍ୟ ସରକାରଙ୍କ ଚାଷୀମାରଣ ନୀତି ବିରୋଧରେ କଂଗ୍ରେସର ପ୍ରତିବାଦ ସଭା ସହ ମୁଖ୍ୟମନ୍ତ୍ରୀ ଏବଂ ୫ ଟି ସଚିବଙ୍କ କୁଶପୁତ୍ତଳିକା ଦାହ

masiha

ଅଶୋକ ତ୍ରିପାଠୀଙ୍କୁ ପୁନର୍ବାର ସାକ୍ଷାତ କଲା ରାଜ୍ୟ ବେସରକାରୀ ଅଧ୍ୟାପକ ଓ କର୍ମଚାରୀ ସଂଘ(ଏସ୍ଏନ୍ଏଲ୍ଇଏ)

Sunil Chandra Nayak

ବିକାଶ ମେଳା’ରେ ମହିଳା ଓ ଶିଶୁ ବିକାଶ ବିଭାଗ  ସୂଚନା, ଶିକ୍ଷା ଓ ସଂଚାର ମାଧ୍ୟମରେ ହେଉଛି ଜନସଚେତନତା

masiha

Leave a Comment

error: Content is protected !!