ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବେଆଇନ ମଦ ସହିତ ଚାରି ଜଣଙ୍କୁ ଗିରଫ କଲା ଅବକାରୀ

ବେଆଇନ ମଦ ସହିତ ଚାରି ଜଣଙ୍କୁ ଗିରଫ କଲା ଅବକାରୀ

ବସ୍ତା, 30/03 : ବସ୍ତା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢାଉ କରି ଏକ ଶହ ଲିଟର ଦେଶି ମଦ ସହିତ ଚାରି ଜଣଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ଅବକାରୀ ପୋଲିସ।ସୂଚନା ଅନୁସାରେ ଆଗକୁ ସାଧାରଣ ନିର୍ବାଚନ ଥିବା ବେଳେ ଅବକାରୀ ପୋଲିସ ବସ୍ତା ଥାନା ଥେଙ୍ଗୁଡିଆ ଗ୍ରାମରେ ଚଢ଼ାଉ କରି ପଞ୍ଚୁ ସିଂଙ୍କଠାରୁ ୨୫ ଲିଟର, ଚାରିଗା ଗ୍ରାମର ରାମ ସୋରେନଙ୍କ ଠାରୁ ୨୩ ଲିଟର,ଦଣ୍ଡିକା ଗ୍ରାମର ଲକ୍ଷ୍ମଣ ହାଁସଦାଙ୍କ ଠାରୁ ୩୫ ଲିଟର ଏବଂ ବାରମାଢିଆ ଗ୍ରାମର ମିତା ରାମଙ୍କ ଠାରୁ ୧୭ ଲିଟର ଦେଶି ମଦ ଜବତ କରିବା ସହିତ ଅଭିଯୁକ୍ତ ମାନଙ୍କୁ ଗିରଫ କରି ଶନିବାର ଅପରାହ୍ନ ସମୟରେ କୋର୍ଟ ଚାଲାଣ କରିଛି ଅବକାରୀ ପୋଲିସ।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ବିଦେଶୀ ମଦ ଚାଲାଣ ବେଳେ ଧରିଲା ପୁଲିସ, ଜଣେ ଅଟକ

masiha

ଅନୁଗୋଳ ଜିଲ୍ଲା ଅବକାରୀ ବିଭାଗ ର ବଡ଼ ସଫଳତା ୧୨ ଲକ୍ଷ ୫୦ ହଜାର ଟଙ୍କାର ବ୍ରାଉନ୍ ସୁଗାର ଜବତ ୧ ଅଭିଯୁକ୍ତ ଗିରଫ କୋଟ୍ ଚାଲାଣ 

Sunil Chandra Nayak

ବହୁ ଚର୍ଚ୍ଚିତ ୟୁପି ଗଞ୍ଜେଇ ଚାଲାଣ ମାମଲା , ଦୁଇ ଅଭିଯୁକ୍ତ ଙ୍କୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଲେ ଧର୍ମଗଡ ଅତିରିକ୍ତ ଜିଲ୍ଲା ଦୈରାଜଜ୍

Sunil Chandra Nayak

Leave a Comment

error: Content is protected !!