ଢ଼େଙ୍କାନାଳ: ହିନ୍ଦୋଳ ବ୍ଲକ୍ କାର୍ଯ୍ୟାଳୟ କନ୍ ଫରେନ୍ସି ହଲ୍ ରେ ଗତ ତା ୦୮.୦୪.୨୨ରିଖ ଶୁକ୍ରବାର ଦିନ ପ୍ରଧାନ ମନ୍ତ୍ରୀ କୃଷି ସିଂଚାଇ(୨.୦) ଯୋଜନା ସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।
ଉକ୍ତ କାର୍ଯ୍ୟକ୍ରମ ରେ ବିଜୁ ଜନତା ଦଳର ସ୍ଥାନୀୟ ବିଧାୟିକା ସିମାରାଣୀ ନାୟକ ଉପସ୍ଥିତ ହୋଇ ପ୍ରଦୀପ ପ୍ରଜ୍ବଳନ କରିଛନ୍ତି । ଏତଦ୍ ବ୍ୟତୀତ ଏହି ସଭା ରେ ବିଡିଓ କ୍ଷିରାବ୍ଧି ତନୟା ସାହୁ, ଅଧ୍ୟକ୍ଷା ସସ୍ମିତା ରାଣୀ ନାୟକ, ଉପାଧ୍ୟକ୍ଷ ବରୁଣ ସର ସମେତ ବ୍ଲକ୍ ର ବହୁ , ସମସ୍ତ ପଂଚାୟତ ପ୍ରତିନିଧି ଓ ସ୍ଵୟଂ ସହାୟିକା ଗୋଷ୍ଠୀ ର ସଦସ୍ୟା ମାନେ ଉପସ୍ଥିତି ହୋଇଥିଲେ।ଏଠାରେ ସୂଚନା ଯୋଗ୍ୟ ଯେ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ନିର୍ଦ୍ଦେଶ କ୍ରମେ ସ୍ଵଂୟ ସହାୟିକା ଗୋଷ୍ଠୀ ମାନଂକୁ transparency ଆଧାର ରେ କାର୍ଯ୍ୟକରିବାକୁ ନିଷ୍ପତ୍ତି କରାଯାଇଛି ।
ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍