ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜୁ ଜନତା ଦଳ ତରଫରୁ ବଙ୍ଗୋମୁଣ୍ଡାର ବିଭିନ୍ନ ପଞ୍ଚାୟତ ରେ ଭୋଟ ପ୍ରଚାର 

ବିଜୁ ଜନତା ଦଳ ତରଫରୁ ବଙ୍ଗୋମୁଣ୍ଡାର ବିଭିନ୍ନ ପଞ୍ଚାୟତ ରେ ଭୋଟ ପ୍ରଚାର 

କଣ୍ଟାବାଞ୍ଜି: ରାଜ୍ୟ ବିଜୁ ଜନତା ଦଳ ଯୁବ ସମ୍ପାଦକ ଅଜିତ ଯୋଶୀ ଙ୍କ ନେତୃତ୍ଵ ରେ ବଙ୍ଗୋମୁଣ୍ଡାର ବିଭିନ୍ନ ପଞ୍ଚାୟତ ରେ ବାଇକ୍ ରେଳୀ ଏବଂ ପଦଯାତ୍ରା କାର୍ଯ୍ୟକ୍ରମ । ବଙ୍ଗୋମୁଣ୍ଡା ବ୍ଲକ ବେଲପଡ଼ା ଗ୍ରାମରେ ଶତାଧିକ ଯୁବକ ବାଇକ୍ ରେଲୀ ମାଧ୍ୟମରେ  ଏବଂ ଘରକୁ ଘର ଯାଇ ମାନ୍ୟବର ମୁଖ୍ୟମନ୍ତ୍ରୀ ଙ୍କ ପାଇଁ ପ୍ରଚାର କରିଥିଲେ । ଏହି କାର୍ଯ୍ୟକ୍ରମରେ ମହେଶ୍ୱର ସାହୁ,ଲକ୍ଷ୍ମଣ ମହାନନ୍ଦ, ହେମରାଜ ବଞ୍ଛୋର,ଲୋକନାଥ ସାହୁ, ଜଗନ୍ନାଥ ଶଣ୍ଡ, ଜଗଦୀଶ ଶଗ୍ରିଆ, ସୁଗ୍ରି ବେହେରା,ରଘୁମନି ବାଗ,ଲମ୍ବୁ ସଗ୍ରିଆ ଓ ଗୋପାଳ ମେହେର ଉପସ୍ଥିତ ଥିଲେ।

ବଲାଙ୍ଗିର ରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ବିଜେଡି ଛାଡି ବିଜେପିରେ ମିଶିଲେ ବଡ଼ଟେମରା ପଂଚାୟତର ସରପଞ୍ଚ, ୱାର୍ଡ ସଭ୍ୟ ଓ କର୍ମୀ

masiha

କୋକସରା ବ୍ଲକରେ ଭାରତ ଯୋଡୋ ପଦଯାତ୍ରାରେ ଶରତ ପଟ୍ଟନାୟକଙ୍କୁ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା

Sunil Chandra Nayak

ଜନତା ଚାହିଁଲେ ମଇଦାନକୁ ଓହ୍ଲାଇବି- ମଧୁ ମହାନ୍ତି, କଳାହାଣ୍ଡିରୁ ଲଢ଼ିବା ନେଇ ଚର୍ଚ୍ଚା

masiha

Leave a Comment

error: Content is protected !!