ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ରାଜ୍ୟରେ ବିଜେପି ସରକାର ଗଠନ ଖୁସିରେ ନର୍ଲା ବିଜେପି ସରିଆଁ ମଣ୍ଡଳ ର କାର୍ଯ୍ୟକର୍ତ୍ତା ମାନଙ୍କ ମିଠା ବଣ୍ଟନ 

ରାଜ୍ୟରେ ବିଜେପି ସରକାର ଗଠନ ଖୁସିରେ ନର୍ଲା ବିଜେପି ସରିଆଁ ମଣ୍ଡଳ ର କାର୍ଯ୍ୟକର୍ତ୍ତା ମାନଙ୍କ ମିଠା ବଣ୍ଟନ 

ନର୍ଲା/ମସିହା/13/06/24// ଦୀର୍ଘ 25ବର୍ଷ ପରେ ବିଜେଡି କୁ ଗାଦିଚ୍ୟୁତ କରି ଓଡ଼ିଶାର ଶାସନ ଭାର କୁ ହାତେଇ ବେବାରେ ସଫଳ ହୋଇଛି ବିଜେପି। ଗତକାଲି ଓଡ଼ିଶା ର ନୂତନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ମୋହନ ଚରଣ ମାଝୀ ସେଥିପାଇଁ ରାଜ୍ୟରେ ବିଜେପି ନେତା ତଥା ପ୍ରତ୍ୟେକ କର୍ମୀ ଉତ୍ସାହିତ ଥିବାବେଳେ କଳାହାଣ୍ଡି ଜିଲ୍ଲା ନର୍ଲା ବିଜେପି ସରିଆଁ ମଣ୍ଡଳ ର ବିଜେପି କାର୍ଯ୍ୟକର୍ତ୍ତା ମାନେ ଖୁସିରେ ମିଠା ବାଣ୍ଟୁୁ ଥିବା ଦେଖିବାକୁ ମିଳିଛି । ମୁଖ୍ୟତଃ ଗତକାଲି ଘୋଷଣା ହୋଇଥିବା ଧାନ ର ମୂଲ୍ୟ 3100ଟଙ୍କା ହୋଇଥିବାରୁ କୃଷକ ମହଲ ରେ ଖୁସି ର ଲହରୀ ଖେଳି ଯାଇଛି ।

ନର୍ଲା ରୁ ଦୀପକ ଠାକୁର ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ ରେ ବିଜୁ ଜନତା ଦଳର ବୈଠକ

Sunil Chandra Nayak

ବିଜେପି ଶାସନରେ ପ୍ରଶ୍ନ ପତ୍ର ଲିକ କୁ ନେଇ କଂଗ୍ରେସ ପକ୍ଷରୁ କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବିକୁ ନେଇ ପ୍ରତିବାଦ 

Sunil Chandra Nayak

ବିଜୁ ଜନତା ଦଳର ୨୬ତମ ପ୍ରତିଷ୍ଠା ଦିବସ ପାଳନ 

Sunil Chandra Nayak

Leave a Comment

error: Content is protected !!