ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗଛ ପଡି ରାସ୍ତା ଅବରୋଧ 

ଗଛ ପଡି ରାସ୍ତା ଅବରୋଧ 

ବନ୍ଧୁଗାଁ ତା, ୧୨/୮/୨୪,କୋରାପୁଟ ଜିଲ୍ଲା ଅନ୍ତର୍ଗତ ବନ୍ଧୁଗାଁ ବ୍ଲକର ଗାରଡ଼ି ଗ୍ରାମ ଛକ ଠାରୁ ଡିମ୍ବାଗୁଡା ଦେଇ ଗଜାବାଡ଼ି ସଂଯୋଗ କରି ରାୟଗଡା ସଂଯୋଗ କରୁଥିବା ରାସ୍ତା କଡ଼ରେ ରହିଥିବା ଏକ ଶୁଖିଲା ଗଛ ପଡି ରାସ୍ତା ଅବରୋଧ, ଯଦ୍ୱାରା ଏହି ରାସ୍ତାଦେଇ ଗାଡି ଚଲା ଚଲ ରେ ଅସୁବିଧା ହେଉ ଥିବାର ଦେଖିବାକୁ ମିଳିଛି I ଉକ୍ତ ବିଷୟକୁ ନେଇ ବନ୍ଧୁଗାଁ ଅଗ୍ନିଶମ ବିଭାଗକୁ ଯୋଗାଯୋଗ କରି ଜଣାଯିବା ପରେ ଘଟଣା ସ୍ତଳରେ ଅଗ୍ନିଶମ ବିଭାଗର କର୍ମୀମାନେ ପହଁଞ୍ଚି ରାସ୍ତାରେ ପଡିଥିବା ଗଛକୁ କାଟି ସଫା କରିଥିଲେ I ସଫା କରିବା ପରେ ରାସ୍ତା ଦେଇ ଗାଡି ଚଲା ବୁଲା କରିଥିବାର ଦେଖିବାକୁ ମିଳିଛି I

ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ବାର୍ଷିକ ଉତ୍ସବ ଓ ଅଲିମ୍ପିକ ମୂଲ୍ୟବୋଧ ଶିକ୍ଷା କାର୍ଯ୍ୟକ୍ରମ 

masiha

ନବରଙ୍ଗପୂର୍ ଠାରେ ସହିଦ ଲକ୍ଷ୍ମଣ ନାୟକଙ୍କ ତିରୋଧାନ ଦିବସ ପାଳିତ 

masiha

ମାଣିକ ଫାଉଣ୍ଡେସନର ପଣା ବଣ୍ଟନ କାର୍ଯ୍ୟକ୍ରମ

Sunil Chandra Nayak

Leave a Comment

error: Content is protected !!