ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଂଗ୍ରେସର ଇଲେକ୍ଟ୍ରି ଅଫିସ୍ ରେ ସ୍ମାର୍ଟ ମିଟର ନଵସାଇଵାକୁ ଦାବି ପତ୍ର 

କଂଗ୍ରେସର ଇଲେକ୍ଟ୍ରି ଅଫିସ୍ ରେ ସ୍ମାର୍ଟ ମିଟର ନଵସାଇଵାକୁ ଦାବି ପତ୍ର 

ନବରଙ୍ଗପୁର:( ତା-୩୦-୦୮-୨୦୨୪)(ରବି ନାରାୟଣ ମହାନ୍ତି)ରିଖ ଶୁକ୍ରବାର ଦିନ ପୂର୍ବାହ୍ନ ପ୍ରାୟ ୧୨ଘ: ସମୟରେ ଉମରକୋଟ ଇଲେକ୍ଟ୍ରି ଅଫିସ୍ ରେ ଉମରକୋଟ ନିର୍ବାଚନ ମଣ୍ଡଳୀର ଭାରତୀୟ ଜାତୀୟ କଂଗ୍ରେସ କମିଟି ତରଫରୁ ଉମରକୋଟ ଇଲେକ୍ଟ୍ରି କାଲ ଏସ୍ଡିଓ ଙ୍କୁ ଗୋଟିଏ ଦାବି ପତ୍ର ଦିଆଯାଇଥିଲା ଏଥିରେ ଉଲ୍ଲେଖ କରାଯାଇଛି ଯେ ବର୍ତ୍ତମାନ ସରକାର ଇଲେକ୍ଟ୍ରିକାଲକୁ ଟାଟା କମ୍ପାନୀରେ ବିକ୍ରି କରି ଦେଇ ଛନ୍ତି ଟାଟା କମ୍ପାନୀ ଗ୍ରାହକଙ୍କ ମାନଙ୍କୁ ସ୍ମାର୍ଟ ମିଟର ବସାଇ ଅଧିକ ରୁ ଅଧିକ ବିଲ୍ନଦେଇ ପଇସା ନେଉଛନ୍ତି। ଏଥିପାଇଁ ଆଜି କଂଗ୍ରେସ ଦଳତରଫରୁ ତାଙ୍କୁ ଚେତାବନୀ ଦିଆଯାଇଛି କି ଆଜି ତାରିଖ ୩୦-୦୮-୨୦୨୪ ରିଖ ଠାରୁ ୧ମାସ ଭିତରେ ଉମରକୋଟ ଓ ରାଇଘର ବ୍ଲକ ସମେତ ଟାଉନ୍ ଅନ୍ତର୍ଗତର ଯେତେଜଣଙ୍କ ଗୃହରେ କିମ୍ବା ଦୋକାନ ଗୃହ ରେ ସ୍ମାର୍ଟ ମିଟର ବସାଇ ଛନ୍ତି ତାହା କାଡିବେ ଓ ଯେଉଁ କନଜୁମର ମାନଙ୍କ ଗୃହ ଠାରେ ପୁଣି ଲଗାଇ ବାର ଵେଵସ୍ଥାଅଛି ସେମାନଙ୍କୁ ଲଗାଯିବ ନାହିଁ ଯଦିଓ ୧ମାସ ଭିତରେ ରେ ମିଟର ଲାଗି ଥିବ ତାହାହେଲେ କଂଗ୍ରେସ ଦଳ ତରଫରୁ ପ୍ରତେକ ଘରୁ ମିଟର ବାହାର କରି ହଜାର ହଜାର ଲୋକ ବାହାରରି ମିଟେକୁ କରେଣ୍ଟ ଅଫିସ ସମ୍ମୁଖରେ ଫୋପାଡି ଆନ୍ଦୋଳନ କରାଯିବ। ଏଥିରେ କଂଗ୍ରେସ ବିଧାୟକ ପ୍ରାର୍ଥୀ ଶ୍ରୀ ଯୁକ୍ତ ସନ୍ ରାଜଗଣ୍ଡ, ଟାଉନ୍ କଂଗ୍ରେସ କମିଟି ସଭାପତି ଶ୍ରୀଯୁକ୍ତ ମାର୍କଣ୍ଡସାହୁ, ସାଧାରଣ ସଂପାଦକ ଶ୍ରୀ ଯୁକ୍ତ ପର୍ଶୁରାମ ନାୟକ ଯାଦବ ନଵରଙ୍ଗପୁର ଜିଲ୍ଲା ସକ୍ଷାଲଗୁ ସେଲ ସଭାପତି ଉସ୍ମାନ୍ ଲାଠିଆ, ଉମରକୋଟ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଯୁବ କଂଗ୍ରେସ ଉପସଭାପତି ଶ୍ରୀଶଙ୍କର ମଣ୍ଡଲ, ହରିଜନ ମର୍ଚ୍ଚା ସାଧାରଣ ସଂପାଦକ ଶ୍ରୀ ଜଗନ୍ନାଥ ହରିଜନ, ପୂର୍ବାତନ ଓଃଡ୍ ମେମ୍ବର ଶ୍ରୀ ଗୋପା ରାଓ, ରାଶଚନ୍ଦ୍ର ନାୟକ, ସୁନ୍ଦର ସିଂ ଗଣ୍ଡ, ଗଣେଶଲାଲ କୁର୍ମି,ଚିମନ୍ କଲାର୍,ରାମ ପ୍ରଶାଦ ଗୋଣ୍ଡ, ସମେତ ପ୍ରାୟ ୫୦ଜଣ କଂଗ୍ରେସ କର୍ମୀ ଯୋଗ ଦେଇ ଥିଲେ ।

ମସିହା ନିୟୂଜ ସର୍ଭିସ୍ 

Related posts

ସାପ କାମୁଡାରେ ଗୁରୁତର ବ୍ୟକ୍ତିଙ୍କ ଚିକତ୍ସାଧିନ ଅବସ୍ଥାରେ ମୃତ୍ୟୁ

ଆଦିବାସୀ ଯୁବ ବିନିମୟ କାର୍ଯ୍ୟକ୍ରମ ରୁ ଫେରିଥିବା ଯୁବକ ଯୁବତୀ ଙ୍କୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱାଗତ ଓ ସମ୍ବର୍ଦ୍ଧନା

Sunil Chandra Nayak

ଭାରତୀୟ ସେନା ଅଗ୍ନିପଥ ଯୋଜନା ରେ ନିଯୁକ୍ତି ନିମନ୍ତେ ପଞ୍ଜିକରଣ ର ଆବେଦନ ତାରିଖ ବୃଦ୍ଧି କରାଗଲା 

Sunil Chandra Nayak

Leave a Comment

error: Content is protected !!