ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ହିନ୍ଦୋଳ – ବାବନ୍ଧରେ ବାବା ସାହେବ ଆଂବେଦକର ଙ୍କ ଜୟନ୍ତୀ ଉତ୍ସବ

ଢ଼େଙ୍କାନାଳ: ଗତ ତା ୧୪.୦୪.୨୨ ରିଖ ରେ ଆମ୍ବେଦକର ଡେଭଲପମେଣ୍ଟ ଆସୋସିଏସନ୍ ପକ୍ଷରୁ ହିନ୍ଦୋଳ ଟାଉନ୍ ଠାରେ ଆମ୍ବେଦକର ଜୟନ୍ତୀ ଓ ବିଶ୍ୱ ଜ୍ଞାନ ଦିବସ ପାଳିତ ହୋଇ ଯାଇଅଛି ।ଆସୋସିଏସନ୍ ର ସଦସ୍ୟ ମାନେ ଏକ ବିରାଟ ରୋଡ ସୋ କରିବା ସହ ଧର୍ମ ଚକ୍ର ଅଙ୍କିତ ଧ୍ଵଜା ଉଡ଼େଇ ଜୟ ଭୀମ ଧ୍ବନିରେ ଚତୁର୍ଦ୍ଦିଗ ପ୍ରକମ୍ପିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ହିନ୍ଦୋଳ ବ୍ଲକ୍ ଅଧ୍ୟକ୍ଷାସସ୍ମିତାରାଣୀ ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବାବା ସାହେବ ଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରି ଥଲେ l ମୁକ୍ତି ର ସାରଥୀ , ଦଳିତ ଙ୍କ ତ୍ରାଣ କର୍ତ୍ତା ଭିମ୍ ରାଓ ଆମ୍ବେଦକର ଙ୍କ ଜୀବନୀ ଓ ବାଣୀ ସଂପର୍କ ରେ ଆଲୋକ ପାତ କରିଥଲେ ।

      ସେଇପରି ସଂଧ୍ୟା ସମୟ ରେ ବାବନ୍ଧ ହରିଜନ ସାହି ସ୍ଥିତ ପାଲା ମଣ୍ଡପ ରେ ଆମ୍ବେଦକର ସୋସାଇଟି ଆନୁକୁଲ୍ୟରେ ଭୀମ ରାଓ ଙ୍କ ୧୩୧ ତମ ଜୟନ୍ତୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ସଂଧ୍ୟା କାଳୀନ କାର୍ଯ୍ୟକ୍ରମରେ ବାମସେଫ୍ ର ପ୍ରବକ୍ତା ଧ୍ରୁବ ଚରଣ ବିଶ୍ଵାଳ ବାବା ସାହେବଙ୍କ ଜୀବନୀ ଉପରେ ପର୍ଯ୍ୟବେଶିତ କଥାବସ୍ତୁ ଆଲୋଚନା ପୂର୍ବକ ଭଜନ ପରିବେଷଣ କରି ଥିଲେ ଏବଂ ତାଙ୍କୁ ସହଯୋଗ କରୁଥିଲେ କଳାବତି ନାୟକ ଓ ତାଙ୍କ ସହଯୋଗୀ। ଏହି ପରିପ୍ରେ୍ଷୀରେ ଭାରତୀୟ ମୁକ୍ତି ମୋର୍ଚ୍ଚା ର କର୍ମ କର୍ତ୍ତା ଆଡ୍ଭୋକେଟ୍ ଚିତ୍ରସେନ ନାୟକ ଦଳିତ ଙ୍କ ସାମ୍ବିଧାନିକ ଅଧିକାର ଉପରେ ଆଲୋଚନା କରିବା ସହ ହିନ୍ଦୁ କୋଡ଼ ସଂପର୍କ ରେ ଆଲୋଚନା କରିଥିଲେ । ପରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟ ର ଆଡଭୋକେଟ୍ ମାତ୍ର ୪ମିନିଟ୍ ରେ ସାମାଜିକ ସ୍ଥିତି ସଂପର୍କିତ ବିବରଣୀ ଦେବା ସହ ଜାତି “ତୋଡୋ, ସମାଜ ଗଢ଼ୋ” ଉକ୍ତି ର ବ୍ୟାଖ୍ୟା କରିଥିଲେ।ଏହି ସଂଧ୍ୟା କାଳୀନ ଆସର ରେ ସଂଗଠନ ସଭାପତି ଗଦାଧର ନାୟକ ପରିଚାଳନା କରି ଥିଲା ବେଳେ ସମ୍ପାଦକ କ୍ଷୀରୋଦ ଚନ୍ଦ୍ର ନାୟକ , ମନୋରଞ୍ଜନ ନାୟକ, ଦାଶରଥି ନାୟକ, ବାବୁଲି ନାୟକ, ଗଗନ ବିହାରୀ ନାୟକ, ସୁବ୍ରତ ନାୟକ, ଖୁକୁନି ନାୟକ,ପ୍ରିୟବ୍ରତ ନାୟକ ସମେତ ଗ୍ରାମ ର ବହୁ ଉତ୍ସାହୀ ସାମାଜିକ ବନ୍ଧୁ ଓ ଆମ୍ବେଦକର ପ୍ରେମୀ ଯୋଗ ଦେଇ କାର୍ଯ୍ୟକ୍ରମ ଟିକୁ ସଫଳ କରିଥିଲେ।

ଢ଼େଙ୍କାନାଳ ରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ବରିଷ୍ଠ ଶିକ୍ଷକ ଭାସ୍କର ନନ୍ଦ ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ପ୍ରଶାନ୍ତ କୁମାର ନାଥ ଙ୍କ କବିତା ଆଜି ଆମ ଵିଵାହ ବାର୍ଷିକୀ

Sunil Chandra Nayak

୧୫% ଲୋକଙ୍କ ମାସିକ ଆୟ ୫ ହଜାରରୁ କମ୍‌

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort