ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପୋଖରୀରେ ବୁଡି ଜଣେ ମୃତ…!!!

ପୋଖରୀରେ ବୁଡି ଜଣେ ମୃତ…!!!

ଖପ୍ରାଖୋଲ :-ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ଥାନା କଂସାପଲା ଗ୍ରାମର ଜୟନ୍ତ (ମଣ୍ଟୁ ) ବନଗୁଳା (36) ଆଜି ସକାଳେ ନିଜ ଗାଁରେ ଥିବା ପୋଖରୀକୁ ଗାଧୋଇ ଯାଇ ଫୁଲ ତୋଡ଼ିବା ପାଇ ପାଣି ଭିତରକୁ ପଶିଥିଲା !

ପୋଖରୀର ପାଣି ପ୍ରାୟ 10/15 ଫୂଟ ଗଭୀର ଥିବାରୁ ପାଣି ଭିତରୁ ବାହାରକୁ ବାହାରି ନ ଥିଲା ! ଗାଧୋଇବା ପାଇଁ ଆସିଥିବା କିଛି ଯୁବକ ଦେଖି ତାଙ୍କ ଘରକୁ ଖବର ଦେଇଥିଲେ ! ପରିବାର ଲୋକେ ଖବର ପାଇ ପୋଲିସ ଏବଂ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ ! ଘଟଣାର ଖବର ପାଇ ଖପ୍ରାଖୋଲ ପୋଲିସ ଏବଂ ଅଗ୍ନିଶମ ବିଭାଗ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଉଦ୍ଦାର କରି ଖପ୍ରାଖୋଲ ଡାକ୍ତରଖାନାକୁ ଅଣାଯାଇଥିଲା ! ଡାକ୍ତର ଜୟନ୍ତକୁ ମୃତ ଘୋଷଣା କରିଥିଲେ !

ବଲାଙ୍ଗିର ଜିଲ୍ଲାରୁ ଦୁର୍ଯ୍ୟୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନରେ ବାର୍ଷିକ ଉତ୍ସବ ଓ ସରସ୍ଵତୀ ପୂଜା ଅନୁଷ୍ଠିତ

masiha

ଜିଲ୍ଲାସ୍ତରୀୟ ୮୦ତମ ସ୍ଵାଧୀନତା ଦିବସ ପାଳନ ପ୍ରସ୍ତୁତି ବୈଠକ 

Sunil Chandra Nayak

ଆଦିକନ୍ଧ ସମାଜର ୫୩ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ

masiha

Leave a Comment

error: Content is protected !!