ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଲାଙ୍ଗୀର ଜିଲ୍ଲା ବେଲପଡା ବୁଦେଲ ଡୁଙ୍ଗୁରି ରେ ଶବର ସମାଜ ରେ ଯୋଗଦେଲେ ଶ୍ରୀ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି 

ବଲାଙ୍ଗୀର ଜିଲ୍ଲା ବେଲପଡା ବୁଦେଲ ଡୁଙ୍ଗୁରି ରେ ଶବର ସମାଜ ରେ ଯୋଗଦେଲେ ଶ୍ରୀ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି 

ବଲାଙ୍ଗୀର ଜିଲ୍ଲା ବେଲପଡା ବୁଦେଲ ଡୁଙ୍ଗୁରି ରେ ଶବର ସମାଜ ର କମିଟି ହଲ ଶୁଭ ଉଦଘାଠନକରଥିଲେ ଶ୍ରୀ ରାଜ୍ୟ ସଭା ସାଂସଦ ନିରଞ୍ଜନ ବିଶି ଏହି କାର୍ଯ୍ୟକ୍ରମ ପାଇଁ ହଜାର ହଜାର ସଂଖ୍ୟାରେ ଶବର ସମାଜ ର ପୁରୁଷ ମହିଳା ମାନେ ଯୋଗ ଦେଇଥିଲେଏହି କାର୍ଯ୍ୟକ୍ରମ ରେ ପରାୟଣ ମଧ୍ୟ୍ୟ ହୋଇ ଥିଲା ଏହି ପରାୟଣ ରେ ଗାୟିକା ମଧୁସ୍ମିତା ନାଗ ପରାୟଣ କରିଥିଲେ ବୁଦେଲଡୁଙ୍ଗୁରି ଠାରେ , ଶବର ସମାଜ ର ରୀତି ନୀତି ଭାବେ ପୂଜା କରିଥିଲେ ଶ୍ରୀ ସଵରୀ ନାରାୟଣ ନୀଳମାଧଵ କୁ ପ୍ରଥମେ ପୂଜା ଅର୍ଚନା କରି ପରେ କାର୍ଯ୍ୟକ୍ରମ କୁ ଆଗେଇ ନାଇଁ ଥିଲେ ଏହି ସଭା ରେ ଇଂ.ଜଗଜୀବନ ଭୋଇ,ସବ୍ୟସାଚି ବର୍ଗେ,ଯୁଧିଷ୍ଟିରବର୍ଗେ, ଆଶାରାମ ହାତୀ ଖୁଜିଆ, ରଘୁନାଥ ପରୁଆ, ଗୌତମ ରାଉତ, ଗୋପାଳ ନାଗ, ମାଗଶିର ବିଶ୍ୱାଳ, ଦୁଃଖ ନାଶନ ମାଝୀ, ପର୍ଶୁରାମ ରାଉତ,ସତ୍ୟ ରାମ ବର୍ଗେ,ରୁପେଶ ବିଶି,ସିୟମ ସୁନ୍ଦର ବିଶ୍ୱାଳ, ଗୁରୁ ଚରଣ ବର୍ଗେ, ମଧ୍ୟ ଯୋଗଦେଇଥିଲେ.!

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ନବରଙ୍ଗପୁର ଠାରେ ଜିଲ୍ଲା ସ୍ତରୀୟ ଜାତୀୟ ପ୍ରେସ ଦିବସ ପାଳିତ 

masiha

ଏଆଇଟିୟୁସି ପକ୍ଷରୁ ଆନ୍ତର୍ଜାତିକ ଶ୍ରମିକ ଦିବସ ପାଳିତ

masiha

ରାୟଗଡା ଜିଲ୍ଳା ଉତ୍କଳ ଗୋପାଳ ଗଉଡ ସମାଜ ପକ୍ଷରୁ ୩ ପରିବାରଙ୍କୁ ସହାୟତା ପ୍ରଦାନ

Leave a Comment

error: Content is protected !!