ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

୧୯୭୮ ବ୍ୟାଚ ର ମତ ବିନିମୟ କାର୍ଯ୍ୟକ୍ରମ

ରାଉରକେଲା/ ଦୈନଦିନ ଜୀବନ ସଂଘର୍ଷରୁ କିଛି ସମୟ ବାହାର କରି ପୁରୁଣା ସ୍ମୃତିକୁ ମନେପକାଇବା ସହ ପରସ୍ପର ମଧ୍ୟରେ ମତ ବିନିମୟ ପାଇଁ ସମସ୍ତଙ୍କ ମନରେ ଉଦବେଗ ରହିଥିବା ବେଳେ କେତେବେଳେ ତାହା ସମ୍ଭବ ତ ପୁଣି କେତେବେଳେ ସବୁ ପ୍ରସ୍ତୁତି ଥାଇ ମଧ୍ୟ କିଛି ହୋଇପାରେନି। ତେବେ ଜୀବନ ଜଞ୍ଜାଳ ମଧ୍ୟରେ କିଛି ସମୟ ବଂଧୁଙ୍କ ଗହଣରେ ସମୟ ବିତାଇବା ସହ ପୂର୍ବ ଗୁରୁଙ୍କ ଆଶୀର୍ବାଦ ନେବା ଖୁବ୍ କମ୍ ଲୋକଙ୍କ ଭାଗ୍ୟରେ ଜୁଟେ। ଏହି ପରିପ୍ରେକ୍ଷୀରେ ସେକ୍ଟର ୨ ଇସ୍ପାତ ଲୋୟାର ସେକେଣ୍ଡାରୀ ସ୍କୁଲ ର୧୯୭୮ ବ୍ୟାଚର ବଂଧୁମାନଙ୍କ ମଧ୍ୟରେ ଏକ ମତ ବିନିମୟ କାର୍ଯ୍ୟକ୍ରମ କୋଏଲନଗର ସ୍ଥିତ ସ୍ବପ୍ନେଶ୍ବର ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି। ଭଗବାନ ରାଉତ, ଜଗବନ୍ଧୁ ଗାୟନ ଓ ଆଲୋକ ଦାସଙ୍କ ପ୍ରତ୍ୟକ୍ଷ ତତ୍ବାବଧାନ ଓ ରମେଶ ଚନ୍ଦ୍ର ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଗୁରୁ କ୍ଷୀତିଶ ଚନ୍ଦ୍ର ଦତ୍ତ ଓ ଗୁରୁ ରବିନାରାୟଣ ରଥଙ୍କୁ ପୁଷ୍ପଗୁଛ, ପୁଷ୍ପମାଲ୍ଯ ଓ ପୁଷ୍ପବୃଷ୍ଟି ସହ ସ୍ବାଗତ କରାଯାଇଥିଲା। ଗୁରୁ ଶ୍ରୀ ଦତ୍ତ ପ୍ରାୟ ୫୦ବର୍ଷ ତଳର ସ୍ମୃତି ଚାରଣ ସହ ଭାବ ବିହ୍ଵଳ ହୋଇ ତାଙ୍କ ପ୍ରିୟ ଛାତ୍ର ଛାତ୍ରୀଙ୍କୁ ଆଶ୍ରିବଚନ ପ୍ରଦାନ କରିବା ସହିତ ଜଗନ୍ନାଥଙ୍କ ଭଜନ ଗାନ କରିଥିଲେ। ଗୁରୁ ଶ୍ରୀ ରଥ ସମସ୍ତଙ୍କୁ ଆଶୀର୍ବାଦ କରିବା ଓ ସମସ୍ତଙ୍କ ଶୁଭ ମନାସିବା ସହ ଦୀର୍ଘ ୪୪ବର୍ଷ ପରେ ତାଙ୍କ ଛାତ୍ରଛାତ୍ରୀ ମାନେ ତାଙ୍କୁ ମନେପକାଇ ଥିବାରୁ କୃତଜ୍ଞତା ଜ୍ଞାପନ କରିଥିଲେ । ଏହି ଅବସରରେ ଛାତ୍ର ଛାତ୍ରୀ ମାନଙ୍କ ତରଫରୁ ଗୁରୁଙ୍କୁ ଉତ୍ତରୀୟ, ସାଲ୍ ଓ ଆଶାବାଡି ଓ ଗୁରୁପତ୍ନୀଙ୍କୁ ଶାଢୀ ଦିଆଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ସମସ୍ତ ବଂଧୁମାନେ ସେମାନଙ୍କ ସ୍ମୃତିଚାରଣ ସହ ମତ ବିନିମୟ କରି ଆସନ୍ତା କାର୍ଯ୍ୟକ୍ରମରେ ଏହାକୁ ଅଧିକ ବ୍ୟାପକ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଥଲେ। ଏହି କାର୍ଯ୍ୟକ୍ରମ ରେ ୧୯୭୮ବ୍ୟାଚର ସର୍ବଶ୍ରୀ ସୁଦର୍ଶନ ମହାନ୍ତି, ପ୍ରଶାନ୍ତ ମାର୍ଥା, ସୁବଳ ପଟ୍ଟନାୟକ, ସୁମିତ୍ରା ମିଶ୍ର, ସଂଗୀତା ମହାନ୍ତି, ମୀନତି ମହାରଣା, ମୀନତି ମହାନ୍ତି, ରଶ୍ମିବାଳା ମହାପାତ୍ର, କବିରାଜ ଗୌଡ,ପଦ୍ମନାଭ ଶତପଥୀ, ନିର୍ମଳ ଚନ୍ଦ୍ର ପରିଡା, ଅରୁଣ ସାଥୁଆ,ଜ୍ୟୋତିରଂଜନ ପଟ୍ଟନାୟକ,ଶିବପ୍ରସାଦ ତ୍ରିପାଠୀ, ବାଦଲ କୁମାର, ଇନ୍ଦରଜିତ ସିଂହ, ସୁଶାନ୍ତ ବିଶ୍ବାଳ, ପ୍ରଫୁଲ୍ଲ ମହାରଣା, ଅଜିତ ରାୟ,ଅଶ୍ବିନୀ ବାରିକ,ଅରୁଣ ପାତ୍ର, ଜୟନ୍ତ ସାମଲ,ବିଜୟ ମହାନ୍ତି, ମାରୁତି ନାଥ,ସୁବାସ ନାୟକ, ସୂର୍ଯ୍ୟ ନାରାୟଣ ଦାଶ ପ୍ରମୁଖ ସପରିବାରେ ଯୋଗଦେଇ ଥିଲେ। ପ୍ରାରମ୍ଭରେ ଦିବଙ୍ଗତ ପ୍ରଶାନ୍ତ ପାତ୍ର, ଗୁରୁଚରଣ ରାଉତ, ବିନାୟକ ଦାଶ,ଜୀବନାନନ୍ଦ ସାମଲ, ବିଜୟ ବେହେରା ଙ୍କ ସ୍ମୃତିରେ ଏକମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା। ଶେଷରେ ସମସ୍ତଙ୍କ ସହଯୋଗ ପାଇଁ ଭଗବାନ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ଜୁଆ ଖୁଡୁଖୁଡି ଖେଳ ଉପରେ ଚଢ଼ଉ ଦୁଇ ଗିରଫ 

Sunil Chandra Nayak

ପୋଡାପୁଡା ପଞ୍ଚୁକ ମହୋତ୍ସବ ପ୍ରଥମ ସଂଧ୍ଯା କାର୍ଯ୍ୟକ୍ରମ

Sunil Chandra Nayak

୧୭ ବର୍ଷରେ ପଦାପଣ କଲା ବୌଦ୍ଧ ସହରର ବୁଟୁପାଲି ଗଜଲକ୍ଷ୍ମୀ ପୂଜା

Sunil Chandra Nayak

Leave a Comment

error: Content is protected !!
çukurova escort dalaman escort datça escort didim escort düzce escort edirne escort edremit escort fethiye escort gelibolu escort gemlik escort escort
boyabat escort inegöl escort kovancılar escort bolvadin escort meram escort çukurova escort nazilli escort aliağa escort karatay escort serdivan escort bozüyük escort muratpaşa escort ürgüp escort karacabey escort iskilip escort kelkit escort didim escort datça escort yüreğir escort escort osmaneli escort ayvalık escort escort odunpazarı escort zile escort amasra escort söke escort edremit escort sorgun escort hendek escort ilkadım escort kaman escort bayraklı escort lara escort banaz escort bandırma escort kepez escort osmancık escort sultanahmet escort akyazı escort kozan escort izmit escort gelibolu escort dudullu escort köyceğiz escort kemer escort çaycuma escort tepebaşı escort